ମାଛ ଖାଇବାରୁ ମାଛରଙ୍କା ଚଢେଇକୁ ହତ୍ୟା, ଅଭିଯୁକ୍ତ ଗୁରୁ ଗିରଫ
![](https://nandighoshatv.com/wp-content/uploads/2023/06/ମାଛରଙ୍କାକୁ-ହତ୍ୟା-କରି-ଗୁରୁ-ଗିରଫ-1024x576.jpg)
କେନ୍ଦ୍ରାପଡା: ମାଛ ଖାଇବାରୁ ମାଛରଙ୍କା ଚଢେଇକୁ ହତ୍ୟା । ଇନଷ୍ଟଗ୍ରାମରେ ଭାଇରାଲ ହେଲା ଫଟୋ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ତାଳଚୁଆ ପଟାପରିଆ ଗାଁର ଗୁରୁ ଦଳାଇ ରାଜକନିକା ଅଞ୍ଚଳରେ ଚିଙ୍ଗୁଡ଼ି ଘେରିରେ କାମ କରନ୍ତି । ଚିଙ୍ଗୁଡ଼ିକୁ ମାଛରଙ୍କା ପକ୍ଷୀ ଖାଇବାରୁ ଉତକ୍ଷିପ୍ତ ହୋଇ ହତ୍ୟା କରିଛନ୍ତି ଗୁରୁ ଦଳାଇ ।
ଏହାର ଭିଡିଓ ଭାଇରାଲ ହେବା ପରେ ଖବରପାଇ କନିକା ରେଞ୍ଜ ଅଫିସର ଚଢ଼ାଉ କରି ଗୁରୁ ଦଳାଇକୁ ଗିରଫ କରିଛନ୍ତି ।