କେମିତି ମହାନଦୀକୁ ଖସିପଡ଼ିଲେ ପତ୍ନୀ ? ଅମ୍ଲାନ କହିଲେ…
କଟକ: ମହାନଦୀରୁ ଉଦ୍ଧାର ହେଲେ ଅଭିନେତା ଅମ୍ଲାନଙ୍କ ପତ୍ନୀ । ଆଜି ଅପରାହ୍ମରେ କଟକ ବିଜୁ ପଟ୍ଟନାୟକ ପାର୍କ ନିକଟ ମଧୁସୂଦନ ସେତୁ ଉପରୁ ମହାନଦୀକୁ ଅଭିନେତା ଅମ୍ଲାନଙ୍କ ପତ୍ନୀ ଖସି ପଡ଼ିଥିଲେ । ମହିଳା ଜଣକ ପାଣିରେ ଖସି ପଡ଼ିବା ଖବର ସ୍ଥାନୀୟ ଲୋକ ପୋଲିସ ଓ ଅଗ୍ନଶମ ବାହିନୀକୁ ଜଣାଇବା ସହ ଉଦ୍ଧାର କାମ ଆରମ୍ଭ କରିଥିଲେ । ପୋଲିସ ଓ ଅଗ୍ନିଶମ କର୍ମଚାରୀ ମଧ୍ୟ ଉଦ୍ଧାର କାମରେ ଲାଗି ଯାଇଥିଲେ । ଅଭିନେତା … Continue reading କେମିତି ମହାନଦୀକୁ ଖସିପଡ଼ିଲେ ପତ୍ନୀ ? ଅମ୍ଲାନ କହିଲେ…
Copy and paste this URL into your WordPress site to embed
Copy and paste this code into your site to embed