ବିଶିଷ୍ଟ ଗୀତିକାର ଶାନ୍ତନୁ ମହାପାତ୍ର ଗୁରୁତର ଅସୁସ୍ଥ
ଭୁବନେଶ୍ବର: ବିଶିଷ୍ଟ ଗୀତିକାର ଶାନ୍ତନୁ ମହାପାତ୍ର ଗୁରୁତର ଭାବେ ଅସୁସ୍ଥ ଅଛନ୍ତି । ସେ ନିମୋନିଆ ଏବଂ ଅନ୍ୟ ରୋଗରେ ପି଼ଡ଼ୀତ ଥିବାରୁ ତାଙ୍କୁ ରାଜଧାନୀର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ଅର୍ଥାତ ରବିବାର ରାତିରେ ସେ ହଠାତ ଗୁରୁତର ହୋଇପଡିଥିଲେ । ପରେ ତାଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ମଧ୍ୟ ତାଙ୍କ ଶରୀର ଗୁରୁତର ରହିଛି । ମେଡିକାଲର ସୂଚନା ମୁତାବକ, ନିମୋନିଆ ଯୋଗୁଁ ତାଙ୍କର ଫୁସଫୁସ … Continue reading ବିଶିଷ୍ଟ ଗୀତିକାର ଶାନ୍ତନୁ ମହାପାତ୍ର ଗୁରୁତର ଅସୁସ୍ଥ
Copy and paste this URL into your WordPress site to embed
Copy and paste this code into your site to embed