ମହାମାରୀ କରୋନା ନେଲା ଆଉ ୪୦ ଜୀବନ, ମୋଟ ମୃତ୍ୟୁ ୩୯୭୦କୁ ବୃଦ୍ଧି
1 min readଭୁବନେଶ୍ୱର: ଜୀବନ ନେଉଛି କିଲର ଭାଇରସ୍ । ରାଜ୍ୟରେ କରୋନା ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୦ ଜଣଙ୍କ ପ୍ରାଣ ନେଇଛି ମହାମାରୀ । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩ ହଜାର ୯୭୦ରେ ପହଞ୍ଚିଛି ।
3.A 72 years old Male of Angul District.
4.A 22 years old Male of Baragarh District.
5.A 58 years old Male of Baragarh District who was also suffering from Hypertension.
— H & FW Dept Odisha (@HFWOdisha) June 29, 2021
ଅନୁଗୁଳରୁ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ବରଗଡ଼ରୁ ୫ ଜଣ, ଭଦ୍ରକରୁ ଜଣେ, ଭୁବନେଶ୍ୱରରୁ ୫ ଜଣ, କଟକରୁ ୫ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୩ ଜଣ, ଯାଜପୁରରୁ ଜଣେ, କଳାହାଣ୍ଡିରୁ ୨ ଜଣ, ଖୋର୍ଦ୍ଧାରୁ ୨ ଜଣ, କୋରାପୁଟରୁ ଜଣେ, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୫ ଜଣ, ପୁରୀରୁ ୪ ଜଣ, ସମ୍ବଲପୁରରୁ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି ।