ଓଡ଼ିଶାରେ ୨୪ ଘଣ୍ଟାରେ ୯୯୩ କରୋନା ପଜିଟିଭ୍ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୯୯୩ ପଜିଟିଭ ଚିହ୍ନଟ । ଶୂନରୁ ୧୮ ବର୍ଷ ବୟସର ୧୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ । ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ହଜାରେ ୬୪ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୫୭୮, ଲୋକାଲ ମାମଲା ରହିଛି ୪୧୫ ।
Covid-19 Report For 17th August
New Positive Cases: 993
Of which 0-18 years: 138
In quarantine: 578
Local contacts: 415(Details of local contacts will be shared by concerned Dist Administration)
District Wise Cases:
1. Angul: 18
2. Balasore: 30
3. Bargarh: 10— I & PR Department, Odisha (@IPR_Odisha) August 18, 2021
4. Bhadrak: 12
5. Balangir: 13
6. Boudh: 1
7. Cuttack: 95
8. Deogarh: 4
9. Dhenkanal: 32
10. Gajapati: 1
11. Ganjam: 5
12. Jagatsinghpur: 51
13. Jajpur: 60
14. Jharsuguda: 2
15. Kalahandi: 1
16. Kandhamal: 7
17. Kendrapada: 15
18. Keonjhar: 10
19. Khurda: 419
20. Koraput: 1— I & PR Department, Odisha (@IPR_Odisha) August 18, 2021
ଖୋର୍ଦ୍ଧାରୁ ୪୧୯, କଟକରୁ ୯୫, ଷ୍ଟେଟପୁଲରୁ ୯୩, ଯାଜପୁରରୁ ୬୦, ଜଗତସିଂହପୁରରୁ ୫୧, ମୟୂରଭଞ୍ଜରୁ ୪୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ ୩୨, ବାଲେଶ୍ବରରୁ ୩୦, ପୁରୀରୁ ୨୫, ଅନୁଗୁଳରୁ ୧୮, ନୟାଗଡ଼ରୁ ୧୬, କେନ୍ଦ୍ରାପଡାରୁ ୧୫, ବଲାଙ୍ଗୀରରୁ ୧୩, ଭଦ୍ରକରୁ ୧୨, ସମ୍ବଲପୁରରୁ ୧୧, ବରଗଡ଼ ଓ କେନ୍ଦୁଝରରୁ ୧୦ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୮, କନ୍ଧମାଳରୁ ୭, ଗଞ୍ଜାମ ଓ ସୋନପୁରରୁ ୫ଜଣ ଲେଖାଏଁ, ଦେବଗଡ଼ରୁ ୪, ରାୟଗଡ଼ାରୁ ୩, ଝାରସୁଗୁଡାରୁ ୨, ବୌଦ୍ଧ, ଗଜପତି, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
21. Malkangiri: 1
22. Mayurbhanj: 42
23. Nawarangpur: 1
24. Nayagarh: 16
25. Nuapada: 1
26. Puri: 25
27. Rayagada: 3
28. Sambalpur: 11
29. Sonepur: 5
30. Sundargarh: 8
31. State Pool: 93— I & PR Department, Odisha (@IPR_Odisha) August 18, 2021
ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୯୭ହଜାର ୧୪୬ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ ୮୦ହଜାର ୪୭୧ । ସକ୍ରିୟ ମାମଲା ୯ ହଜାର ୫ ଶହ ୩୬ ।