ରାଜ୍ୟରେ ଆଉ ୬୧୬ କରୋନା ପଜିଟିଭ୍ ଚିହ୍ନଟ… ମୋଟ୍ ସଂକ୍ରମିତ ସଂଖ୍ୟା ୧୩,୭୩୭ କୁ ବୃଦ୍ଧି
1 min readଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୩ ଜିଲ୍ଲାରୁ ଆଉ ୬୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧୫ ଜଣ ଓ ଲୋକାଲ୍ କେସ୍ ୨୦୧ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୩୭୩୭କୁ ବୃଦ୍ଧି ପାଇଛି ।
Covid-19 Report For 12th July
New Positive Cases: 616
In Quarantine: 415
Local Contacts: 201(Details of local contacts will be shared by concerned Dist Administration)
District Wise Cases
1. Angul: 7
2. Balasore: 27
3. Bargarh: 31
4. Bhadrak :2
5. Bolangir : 2
6. Cuttack: 23— I & PR Department, Odisha (@IPR_Odisha) July 13, 2020
ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଗଞ୍ଜାମରୁ ସର୍ବାଧିକ ୨୮୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
21. Nuapada: 5
22. Puri: 1
23. Sundargarh: 5New Recoveries: 390
Cumulative Tested: 341537
Positive: 13737
Recovered: 8750
Active Cases: 4896— I & PR Department, Odisha (@IPR_Odisha) July 13, 2020
ଏହା ସହ ଖୋର୍ଦ୍ଧାରୁ ୨୯, କଟକ ୨୩, ଯାଜପୁରରୁ ୧୭, ସୁନ୍ଦରଗଡରୁ ୫, ଗଜପତି, କେନ୍ଦ୍ରାପଡା ଓ ପୁରୀରୁ ଜଣେ ଲେଖାଏଁ, ବାଲେଶ୍ୱରଜରୁ ୨୭, ଜଗତସିଂହପୁରରୁ ୧୮, ମୟୂରଭଞ୍ଜରୁ ୧୩, କେନ୍ଦୁଝରରୁ ୨୩, ଭଦ୍ରକ ଓ ବଲାଙ୍ଗିରରୁ ୨ ଜଣ ଲେଖାଏଁ, ବରଗଡରୁ ୩୧, କନ୍ଧମାଳରୁ ୬, କୋରାପୁଟରୁ ୫୦, ମାଲକାନଗିରି ୧୪, ଝାରସୁଗୁଡାରୁ ୧୧, ଅନୁଗୁଳରୁ ୭, ନବରଙ୍ଗପୁରରୁ ୪୦, ଢେଙ୍କାନାଳରୁ ୭, ନୂଆପଡାରୁ ୫ ଜଣ ଚିହ୍ନଟ କହୋଇଛନ୍ତି ।
https://www.youtube.com/watch?v=eJQD9dfNpHo&feature=youtu.be
ଏଥିସହିତ ରାଜ୍ୟରେ ୪୮୯୬ କରୋନା ଆକ୍ଟିଭ୍ ମାମଲା ରହିଛି । ଏବେ ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୮୭୫୦କୁ ବୃଦ୍ଧି ପାଇଛି । ରାଜ୍ୟରେ କରୋନା ଯୋଗୁଁ ୭୦ ଜଣ ପ୍ରାଣ ହରାଇଛନ୍ତି ।