ରାଜ୍ୟରେ ୨୪ ଘଣ୍ଟାରେ ୩୫୪୩ ନୂଆ କରୋନା ସଂକ୍ରମିତ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ ପୁଣି ୩୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ହୁହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୧୬୧ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩୮୨ ଚିହ୍ନଟ ହୋଇଛନ୍ତି । ଶନିବାର ୩୦ ଜିଲ୍ଲାରୁ ୩୫୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗତ ୨୪ଘଣ୍ଟାରେ ୫୦ ହଜାର ୬୬୩ ଟେଷ୍ଟିଂ ହୋଇଛି । କେନ୍ଦୁଝରରେ ସର୍ବାଧିକ ୪ ହଜାର ୧୩୧ ନମୁନା ପରୀକ୍ଷା କରାଯାଇଛି ।
Covid-19 Report For 4th September
New Positives Cases: 3543
In quarantine: 2161
Local contacts: 1382(Details of local contacts will be shared by concerned Dist Administration)
District Wise Cases
1. Angul: 68
2. Balasore: 153
3. Bargarh: 274
4. Bhadrak: 50
5. Balangir: 37— I & PR Department, Odisha (@IPR_Odisha) September 5, 2020
ଗତ ୨୪ ଘଣ୍ଟାରେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦, ୨୨୧କୁ ବୃଦ୍ଧି ହୋଇଛି । ଆଜି ତଥା ଶନିବାର ଖୋର୍ଦ୍ଧାରୁ ସର୍ବାଧିକ ୮୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 326
23. Nawarangpur: 33
24. Nayagarh: 34
25. Nuapada: 98
26. Puri: 61
27. Rayagada: 67
28. Sambalpur: 83
29. Sonepur: 99
30. Sundargarh: 56New Recoveries: 2980
Cumulative Tested: 2048008
Positive: 120221
Recovered: 90331
Active Cases: 29299— I & PR Department, Odisha (@IPR_Odisha) September 5, 2020
ଏହା ବ୍ୟତୀତ ଅନଗୁଳରୁ ୬୮, ବାଲେଶ୍ୱରରୁ ୧୫୩, ବରଗଡ଼ ୨୭୪, ଭଦ୍ରକ ୫୦, ବଲାଙ୍ଗିରରୁ ୩୭, ବୌଦ୍ଧ ୬୭, କଟକ ୨୯୫, ଦେବଗଡ଼ରୁ ୪, ଢେଙ୍କାନାଳରୁ ୬୯, ଗଜପତିରୁ ୨୯, ଗ଼୍ଜାମରୁ ୧୦୨, ଜଗତସିଂହପୁରରୁ ୮୫, ଯାଜପୁରରୁ ୨୦୬, ଝାରସୁଗୁଡ଼ାରୁ ୮୭, କଳାହାଣ୍ଡିରୁ ୩୭, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୪୮, କେନ୍ଦୁଝରରୁ ୪୪, ଖୋର୍ଦ୍ଧାରୁ ୮୭୮, କୋରାପୁଟରୁ ୯୦, ମାଲକାନଗିରିରୁ ୨୫, ମୟୁରଭଞ୍ଜରୁ ୩୨୬, ନବରଙ୍ଗପୁରରୁ ୩୩, ନୟାଗଡ଼ରୁ ୩୪, ନୂଆପଡ଼ାରୁ ୯୮, ପୁରୀରୁ ୬୧, ରାୟଗଡ଼ାରୁ ୬୭, ସମ୍ୱଲପୁରରୁ ୮୩, ସୋନପୁରରୁ ୯୯ ଓ ସନ୍ଦରଗଡ଼ରୁ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ୨୯୮୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ୯୦୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ରାଜ୍ୟରେ ୨୯୨୯୯ ସକ୍ରିୟ ମାମଲା ରହିଛି ।