ରାଜ୍ୟରେ ଆଉ ୬୧୮ କରୋନା ପଜିଟିଭ୍ ଚିହ୍ନଟ: ମୋଟ୍ ସଂକ୍ରମିତ ସଂଖ୍ୟା ୧୪,୮୯୮ କୁ ବୃଦ୍ଧି
1 min readଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୨ ଜିଲ୍ଲାରୁ ୬୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧୧ ଜଣ ଓ ଲୋକାଲ୍ କେସ୍ ୨୦୭ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୪,୮୯୮ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସବୁଥର ପରି ଏଥର ମଧ୍ୟ ଗଞ୍ଜାମରୁ ସର୍ବାଧିକ ୨୮୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Covid-19 Report For 14th July
New Positive Cases: 618
In Quarantine: 411
Local Contacts: 207(Details of local contacts will be shared by concerned Dist Administration)
District Wise Cases
1. Angul: 14
2. Balasore: 61
3. Bhadrak: 1
4. Bolangir: 2
5. Boudh: 2
6. Cuttack: 16— I & PR Department, Odisha (@IPR_Odisha) July 15, 2020
ଏଥିସହ ଅନୁଗୁଳରୁ ୧୪, ବାଲେଶ୍ୱରରୁ ୬୧, ବଲାଙ୍ଗିର ୨, ବୌଦ୍ଧ ୨, କଟକ ୧୬, ଢେଙ୍କାନାଳ ୨, ଜଗତସିଂହପୁର- ୨୬, ଯାଯପୁର- ୫, ଝାରସୁଗୁଡ଼ା ୧, କେନ୍ଦ୍ରାପଡ଼ା ୯, କେନ୍ଦୁଝର ୫, ଖୋର୍ଦ୍ଧା ୧୦୭, କୋରାପୁଟ ୧, ମାଲକାନଗିରି ୧୩, ମୟୂରଭଞ୍ଜ ୨୧, ନୟାଗଡ଼ ୧୫, ପୁରୀ ୫, ରାୟଗଡ଼ା ୧, ସମ୍ବଲପୁର ୧୦ , ସୁନ୍ଦରଗଡ଼ ୧୫, ଭଦ୍ରକରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
7. Dhenkanal: 2
8. Ganjam: 286
9. Jagatsinghpur: 26
10. Jajpur: 5
11. Jharsuguda: 1
12. Kendrapada: 9
13. Keonjhar: 5
14. Khurda: 107
15. Koraput: 1
16. Malkangiri: 13
17. Mayurbhanj: 21
18. Nayagarh: 15
19. Puri: 5
20. Rayagada: 1
21. Sambalpur: 10
22. Sundargarh: 15— I & PR Department, Odisha (@IPR_Odisha) July 15, 2020
ଏଥିସହିତ ରାଜ୍ୟରେ ୪୯୩୩ଟି ମୋଟ କରୋନା ଆକ୍ଟିଭ୍ ମାମଲା ରହିଛି । ଏବେ ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୯୮୬୪ କୁ ବୃଦ୍ଧି ପାଇଛି । ଆଜି ରାଜ୍ୟରେ ଆଉ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏଥିସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି ।
New Recoveries: 609
Cumulative Tested: 353824
Positive: 14898
Recovered: 9864
Active Cases: 4933— I & PR Department, Odisha (@IPR_Odisha) July 15, 2020