କମୁଛି ସଂକ୍ରମଣ: ୨୪ଘଣ୍ଟାରେ ଚିହ୍ନଟ ହେଲେ ୩,୨୩୫ ସଂକ୍ରମିତ
1 min readଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୨୩୫ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧ ହଜାର ୯୧୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୩୨୦ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛି । କରୋନାରେ ଗତ ୨୪ଘଣ୍ଟାରେ ୧୬ଜଣ ପ୍ରାଣ ହରାଇଛନ୍ତି ।
6. Boudh: 42
7. Cuttack: 318
8. Deogarh: 12
9. Dhenkanal: 69
10. Gajapati: 31
11. Ganjam: 28
12. Jagatsinghpur: 86
13. Jajpur: 110
14. Jharsuguda: 71
15. Kalahandi: 42
16. Kandhamal: 62
17. Kendrapada: 103
18. Keonjhar: 86
19. Khurda: 506
20. Koraput: 59
21. Malkangiri: 21— I & PR Department, Odisha (@IPR_Odisha) September 28, 2020
ସୋମବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୪ ଖୋର୍ଦ୍ଧାରୁ ସର୍ବାଧିକ ସର୍ବାଧିକ ୫୦୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୧୮, ବରଗଡ଼ରୁ ୧୩୭, ଯାଜପୁରରୁ ୧୧୦, ସମ୍ବଲପୁରରୁ ୧୨୦ ଆକ୍ରାନ୍ତ ଅଛନ୍ତି । । ସେହିଭଳି ଅନୁଗୁଳରୁ ୧୭୯, ବାଲେଶ୍ୱରରୁ ୧୦୦ , ଭଦ୍ରକରୁ ୬୭, ବଲାଙ୍ଗୀରରୁ ୧୦୧, ବୌଦ୍ଧରୁ ୪୨, ଦେଓଗଡ଼ରୁ ୧୨, ଢେଙ୍କାନାଳରୁ ୬୯, ଗଜପତିରୁ ୩୧, ଗଞ୍ଜାମରୁ ୨୮, ଜଗତସିଂହପୁରରୁ ୮୬ , ଝାରସୁଗୁଡ଼ାରୁ ୭୧, କଳାହାଣ୍ଡିରୁ ୪୨ , କନ୍ଧମାଳରୁ ୬୨, କେନ୍ଦ୍ରାପଡ଼ାରୁ ୧୦୩ , କେନ୍ଦୁଝରରୁ ୮୬, କୋରାପୁଟରୁ ୫୯ , ମାଲକାନଗିରିରୁ ୨୧, ମୟୁରଭଞ୍ଜରୁ ୧୧୮, ନବରଙ୍ଗପୁରରୁ ୧୨୪, ନୟାଗଡ଼ରୁ ୪୩, ନୂଆପଡ଼ାରୁ ୧୦୬, ପୁରୀରୁ ୭୯ , ରାୟଗଡ଼ାରୁ ୧୦୧, ସୁନ୍ଦରଗଡ଼ରୁ ୧୦୧, ସୋନପୁରରୁ ୬୫,ଷ୍ଟେଟ ପୁଲ୍ ୧୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 118
23. Nawrangpur: 124
24. Nayagarh: 43
25. Nuapada: 106
26. Puri: 79
27. Rayagada: 101
28. Sambalpur: 120
29. Sonepur: 65
30. Sundargarh: 101
31. State Pool: 148New Recovery: 3378
Cumulative Tested: 3159400
Positive: 212609
Recovered: 173571
Active Case: 38172— I & PR Department, Odisha (@IPR_Odisha) September 28, 2020
ଏଥିସହ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୨ ଲକ୍ଷ ୧୨ ହଜାର ୬୦୯କୁ ବୃଦ୍ଧି ପାଇଛି । ସୋମବାରରେ ରାଜ୍ୟରେ ଆଉ ୧୬ମୁଣ୍ଡ ନେଇଛି କରୋନା । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮୧୩ରେ ପହଞ୍ଚିଛି । ଏବେ ସୁଦ୍ଧା ୧ ଲକ୍ଷ ୭୩ ହଜାର ୫ଶହ ୭୧ ସୁସ୍ଥ ହୋଇଥିବା ବେଳେ, ୩୮ ହଜାର ୧ ଶହ ୭୨ ସକ୍ରିୟ ମାମଲା ରହିଛି ।