Odisha Corona Updates: ଦିନକରେ ସୁସ୍ଥ ହେଲେ ୨୦୧୫
1 min readଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଫେରିଛି । ସେହିଭଳି ସୁସ୍ଥତା କ୍ଷେତ୍ରରେ ରାଜ୍ୟ ଭଲ ପ୍ରଦର୍ଶନ କରୁଛି । ଏହି କ୍ରମରେ ଆଜି ରାଜ୍ୟରେ ୨୦୧୫ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୩୧୨ ଓ ଅନୁଗୁଳରୁ ୨୧୮ ଜଣ ସୁସ୍ଥ ହୋଇଛନ୍ତି ।
Another 2015 Covid patients have recovered and are being discharged on 28.10.2020
312 from Khordha
218 from Anugul
135 from Cuttack
88 from Baleswar
85 from Jagatsinghpur
83 from Mayurbhanj
81 from Jajapur
75 from Keonjhar
69 from Puri
65 from Kendrapara
64 from Bolangir— H & FW Dept Odisha (@HFWOdisha) October 28, 2020
ସେହିଭଳି କଟକରୁ ୧୩୫, ବାଲେଶ୍ୱରରୁ ୮୮, ଜଗତସିଂହପୁରରୁ ୮୫, ମୟୂରଭଞ୍ଜରୁ ୮୩, ଯାଜପୁରରୁ ୮୧, କେନ୍ଦୁଝରରୁ ୭୫ ଓ ପୁରୀରୁ ୬୯ ଜଣ କରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି । ସେହିଭଳି ଅନ୍ୟ ଜିଲ୍ଲାଗୁଡିକରେ ମଧ୍ୟ ସଂକ୍ରମିତମାନେ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ସଂକ୍ରମଣର ମାତ୍ରା ଉଲ୍ଲେଖନୀୟ ଭାବେ କମୁଥିବା ବେଳେ ସୁସ୍ଥ ସଂଖ୍ୟା ବଢିଛି ।
9 from Deogarh
9 from Gajapati
6 from Rayagada
70 from State PoolThe total recovered cases of Odisha now stand at 270130
— H & FW Dept Odisha (@HFWOdisha) October 28, 2020
ରାଜ୍ୟ ସରକାରଙ୍କର ସଠିକ କୋଭିଡ୍ ପରିଚାଳନା ହେତୁ ରାଜ୍ୟ ଏବେ କରୋନା କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଛି । ଉଲ୍ଲେଖଯୋଗ୍ୟ ଆଜିର ସୁସ୍ଥଙ୍କୁ ମିଶାଇ ସାରା ରାଜ୍ୟରେ ୨ ଲକ୍ଷ ୭୦ ହଜାର ୧୩୦ ଜଣ ସୁସ୍ଥ ହୋଇ ସାରିଲେଣି ।