ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ଆଶ୍ୱସ୍ତି ଦେଲା ସୁସ୍ଥତା ହାର
1 min readଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଅକ୍ଟୋବରରେ କମିଛି କରୋନା ସଂକ୍ରମଣ । ଶୁକ୍ରବାରରେ ୨୪ ଘଣ୍ଟାରେ ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ୨୧୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୨୫୧ଜଣ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୮୮୭ଟି ସ୍ଥାନୀୟ ସଂକ୍ରମଣ ରହିଛି । ଅକ୍ଟୋବରରେ ଦୈନିକ ସଂକ୍ରମଣ କମିବାରେ ଲାଗିଛି ।
6. Boudh: 21
7. Cuttack: 156
8. Deogarh: 9
9. Dhenkanal: 38
10. Gajapati: 8
11. Ganjam: 18
12. Jagatsinghpur: 66
13. Jajpur: 71
14. Jharsuguda: 55
15. Kalahandi: 51
16. Kandhamal: 24
17. Kendrapada: 72
18. Keonjhar: 46
19. Khurda: 361
20. Koraput: 38
21. Malkangiri: 55— I & PR Department, Odisha (@IPR_Odisha) October 16, 2020
ଶୁକ୍ରବାର ଖୋର୍ଦ୍ଧାରୁ ସର୍ବାଧିକ ୩୬୧, କଟକରୁ ୧୫୬, ଅନୁଗୁଳରୁ ୧୫୧, ସୁନ୍ଦରଗଡ଼ରୁ ୧୩୭, ମୟୂରବଞ୍ଜରୁ ୧୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୫୧, ବାଲେଶ୍ୱରରୁ ୫୭ , ବରଗଡ଼ରୁ ୭୩, ଭଦ୍ରକରୁ ୪୭, ବଲାଙ୍ଗୀରରୁ ୭୯, ବୌଦ୍ଧରୁ ୨୧, ଦେଓଗଡ଼ରୁ ୯, ଢେଙ୍କାନାଳରୁ ୩୮, ଗଜପତିରୁ ୮, ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୬୬, ଯାଜପୁର ୭୧, ଝାରସୁଗୁଡ଼ାରୁ ୫୫, କଳାହାଣ୍ଡିରୁ ୫୧ , କନ୍ଧମାଳରୁ ୨୪, କେନ୍ଦ୍ରାପଡ଼ାରୁ ୭୨, କେନ୍ଦୁଝରରୁ ୪୬, କୋରାପୁଟରୁ ୩୮, ମାଲକାନଗିରିରୁ ୫୫, ମୟୁରଭଞ୍ଜରୁ ୧୧୯, ନବରଙ୍ଗପୁରରୁ ୨୧, ନୟାଗଡ଼ରୁ ୩୧, ନୂଆପଡ଼ାରୁ ୪୧, ପୁରୀରୁ ୭୩ , ରାୟଗଡ଼ାରୁ ୨୫, ସମ୍ବଲପୁର ୫୩, ସୁନ୍ଦରଗଡ଼ରୁ ୧୩୭, ସୋନପୁରରୁ ୮୦,ଷ୍ଟେଟ ପୁଲ୍ ୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 119
23. Nawarangpur: 21
24. Nayagarh: 31
25. Nuapada: 41
26. Puri: 73
27. Rayagada: 25
28. Sambalpur: 53
29. Sonepur: 80
30. Sundargarh: 137
31. State Pool: 62New Recoveries: 2772
Cumulative Tested: 3959712
Positive: 264149
Recovered: 238535
Active Cases: 24457— I & PR Department, Odisha (@IPR_Odisha) October 16, 2020
ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୨ଲକ୍ଷ ୬୪ହଜାର ୧୪୯ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ ୨୪ହଜାର ୪୫୭, ସୁସ୍ଥ ହୋଇଛନ୍ତି ୨ଲକ୍ଷ ୩୮ହଜାର ୫୩୫କରୋନା ଆକ୍ରାନ୍ତ । ଆଉ ୧୫ କେରାନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୧୦୪ରେ ପହଞ୍ଚିଛି ।