ଦିନକରେ ସର୍ବାଧିକ; ଆଉ ୬୦୯ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
2 min readଭୁବନେଶ୍ୱର: ରାଜ୍ୟରେ ଆଉ ୬୦୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ପର୍ଯ୍ୟନ୍ତ ଗୋଟିଏ ଦିନରେ ସୁସ୍ଥ ହୋଇଥିବା ସଂଖ୍ୟାଠାରୁ ଏହା ସର୍ବାଧିକ । ଏହି ୬୦୯ ସୁସ୍ଥଙ୍କୁ ମିଶାଇ ଏବେ ରାଜ୍ୟରେ ୯୮୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଏହି ୬୦୯ଜଣ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୨୬୮ ଜଣ ରହିଥିବା ବେଳେ ସୁନ୍ଦରଗଡ଼ର ୧୩୫, ଖୋର୍ଦ୍ଧାର ୩୭, କଟକର ୩୨, ବାଲେଶ୍ୱରର ୨୫, କେନ୍ଦୁଝରର ୨୩, ମୟୂରଭଞ୍ଜର ୧୮, ଭଦ୍ରକର ୧୨, ପୁରୀର ୧୨, ସମ୍ବଲପୁରର ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Scaling new heights in the #COVID19 war, Odisha fights back with a record recovery of 609 Covid patients in a day!
The total recovered cases of #Odisha now stand at 9864.
268 from Ganjam
135 from Sundargarh
37 from Khurdha
32 from Cuttack
25 from Balasore
23 from Keonjhar— H & FW Dept Odisha (@HFWOdisha) July 14, 2020
ଏହାସହ ବରଗଡ଼ ଓ ଜଗତସିଂହପୁରର ୭ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାଜପୁରର ୬ ଜଣ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାର ୪ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ବଲାଙ୍ଗିରର ୩ ଜଣ ସୁସ୍ଥ ହୋଇଥିବା ବେଳେ କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାର ଦୁଇ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଗଜପତି ଓ ନୟାଗଡ଼ ଜିଲ୍ଲାରୁ ମଧ୍ୟ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Scaling new heights in the #COVID19 war, Odisha fights back with a record recovery of 609 Covid patients in a day!
The total recovered cases of #Odisha now stand at 9864.
268 from Ganjam
135 from Sundargarh
37 from Khurdha
32 from Cuttack
25 from Balasore
23 from Keonjhar— H & FW Dept Odisha (@HFWOdisha) July 14, 2020
18 from Mayurbhanj
12 from Bhadrak
12 from Puri
8 from Sambalpur
7 each from Baragarh & Jagatsinghpur
6 from Jajpur
4 each from Jharsuguda & Kendrapara
3 from Bolangir
2 each from Koraput, Nabarangpur & Rayagada
1 each from Gajapati & Nayagarh— H & FW Dept Odisha (@HFWOdisha) July 14, 2020