ରାଜ୍ୟରେ ଦିନକରେ ଆଉ ୩୮୭ କରୋନା ଆକ୍ରାନ୍ତ ଚିହ୍ନଟ, ଗଲା ୪ ଜୀବନ
1 min readଭୁବନେଶ୍ୱର: ରାଜ୍ୟରେ ଦିନକରେ ଆଉ ୩୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୧୬୭ । ସୁନ୍ଦରଗଡ଼ରୁ ସର୍ବାଧିକ ୫୮ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୫୧, ଅନୁଗୁଳରୁ ୨୭, ଭଦ୍ରକରୁ ୨୧, ମୟୂରଭଞ୍ଜରୁ ୨୩ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି ।
Covid-19 Report For 10th December
New Positive Cases: 387
In quarantine: 220
Local contacts: 167(Details of local contacts will be shared by concerned District Administration)
District Wise Cases:
1. Angul: 27
2. Balasore: 16
3. Bargarh: 17
4. Bhadrak: 21
5. Balangir: 16— I & PR Department, Odisha (@IPR_Odisha) December 11, 2020
ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୩ ହଜାର ୨୯ରେ ପହଞ୍ଚିଛି । ସେମଧ୍ୟରୁ ୩ ଲକ୍ଷ ୧୭ ହଜାର ୮୭୦ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ମାମଲା ରହିଛି ୩୩ଶହ ୮ । ଗତ ୨୪ଘଣ୍ଟାରେ କରୋନାରେ ଆଉ ୪ଜଣ ପ୍ରାଣ ହରାଇଛନ୍ତି ।
23. Nawarangpur: 3
24. Nayagarh: 3
25. Nuapada: 13
26. Puri: 14
27. Rayagada: 6
28. Sambalpur: 10
29. Sonepur: 2
30. Sundargarh: 58
31. State Pool: 13New recoveries: 458
Cumulative tested: 6312707
Positive: 323029
Recovered: 317870
Active cases: 3308— I & PR Department, Odisha (@IPR_Odisha) December 11, 2020