ରାଜ୍ୟରେ ଆଉ ୩୮୧୭ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୩୮୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ସୁସ୍ଥଙ୍କୁ ଘରକୁ ଫେରିବା ପାଇଁ ଅନୁମତି ଦିଆଯାଇଛି । ଏହି ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ଦୁଇ ଲକ୍ଷ ଦଶ ହଜାର ୨୧୭ ଜଣ ସୁସ୍ଥ ହୋଇସାରିଛନ୍ତି ।
Another 3817 Covid patients have recovered and are being discharged on 06.10.2020
969 from Khordha
368 from Cuttack
151 from Bargarh
146 from Baleswar
135 from Nuapada
124 from Jagatsinghpur
122 from Anugul
118 from Sambalpur
110 from Sundargarh
106 from Kendrapara— H & FW Dept Odisha (@HFWOdisha) October 6, 2020
ତେବେ ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ଦ୍ୱିତୀୟ ସର୍ବାଧିକ ୩୮୬ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ବରଗଡରୁ ୧୫୧, ବାଲେଶ୍ୱରରୁ ୧୪୬, ନୁଆପଡ଼ାରୁ ୧୩୫, ଜଗତ୍ସିଂହପୁରରୁ ୧୨୪, ଅନୁଗୁଳରୁ ୧୨୨, ସମ୍ବଲପୁରରୁ ୧୧୮, ସୁନ୍ଦରଗଡ଼ରୁ ୧୧୦, କେନ୍ଦ୍ରାପଡ଼ାରୁ ୧୦୬, ବଲାଙ୍ଗିରରୁ ୯୩, ଯାଜାପୁରରୁ ୯୧, ମୟୂରଭଞ୍ଜରୁ ୮୮, ପୁରୀରୁ ୮୮, କନ୍ଧମାଳରୁ ୮୬, କେନ୍ଦୁଝରରୁ ୮୬, ସୋନପୁରରୁ ୮୩, ଭଦ୍ରକରୁ ୮୨, ନୟାଗଡ଼ରୁ ୭୧, କାଳାହାଣ୍ଡିରୁ ୬୯, ଝାରସୁଗୁଡ଼ାରୁ ୬୮, ନବରଙ୍ଗପୁରରୁ ୬୬, କୋରାପୁଟରୁ ୬୨, ଗଞ୍ଜାମରୁ ୫୬, ରାୟାଗଡାରୁ ୫୦, ଢ଼େଙ୍କାନାଳରୁ ୪୮, ବୌଦ୍ଧରୁ ୪୫, ମାଲକାନଗିରିରୁ ୩୪, ଗଜପତିରୁ ୨୪, ଦେଓଗଡ଼ରୁ ୧୪ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସେହିଭଳି ୧୬୪ ଜଣ ଷ୍ଟେଟ୍ ପୁଲରୁ ମଧ୍ୟ ସୁସ୍ଥ ହୋଇଥିବା ସୂଚନା ରହିଛି ।
93 from Bolangir
91 from Jajapur
88 from Mayurbhanj
88 from Puri
86 from Kandhamal
86 from Keonjhar
83 from Sonepur
82 from Bhadrak
71 from Nayagarh
69 from Kalahandi
68 from Jharsuguda
66 from Nabarangpur
62 from Koraput
56 from Ganjam
50 from Rayagada
48 from Dhenkanal— H & FW Dept Odisha (@HFWOdisha) October 6, 2020
45 from Boudh
34 from Malkangiri
24 from Gajapati
14 from Deogarh
164 from State PoolThe total recovered cases of Odisha now stand at 210217
— H & FW Dept Odisha (@HFWOdisha) October 6, 2020