ରାଜ୍ୟରେ ପୁଣି ୩୬୦୦ ନୂଆ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ..
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୩୬୦୦ କରୋନା ଆକ୍ରାନ୍ତ ଚିହ୍ନଟ । ୨୧୦୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪୯୧ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 1st October
New Positive Cases: 3600
In quarantine: 2109
Local contacts: 1491(Details of local contacts will be shared by concerned District Administration)
District Wise Cases
1. Angul: 100
2. Balasore: 107
3. Bargarh: 106
4. Bhadrak: 82
5. Balangir: 99— I & PR Department, Odisha (@IPR_Odisha) October 2, 2020
ତେବେ ଅନୁଗୁଳରୁ ୧୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୭, ବରଗଡ଼ରୁ ୧୦୬, ଭଦ୍ରକରୁ ୮୨, ବଲାଙ୍ଗିର ୯୯, ବୌଦ୍ଧରୁ ୪୭, କଟକରୁ ୩୫୮, ଦେଓଗଡ଼ରୁ ୧୧, ଢ଼େଙ୍କାନାଳରୁ ୪୭, ଗଜପତିରୁ ୧୯, ଗଞ୍ଜାମ ୩୧, ଜଗତସିଂହପୁରୁ ୭୩, ଯାଜପୁରରୁ ୧୩୯, ଝାରସୁଗୁଡ଼ାରୁ ୪୧, କଳାହାଣ୍ଡିରୁ ୫୧, କନ୍ଧମାଳରୁ ୯୭, କେନ୍ଦ୍ରାପଡ଼ାରୁ ୧୨୯, କେନ୍ଦୁଝରରୁ ୧୦୬, ଖୋର୍ଦ୍ଧାରୁ ସର୍ବାଧିକ ୭୬୬, ମୟୂରଭଞ୍ଜରୁ ୧୫୬, ନୟାଗଡ଼ରୁ ୭୪, ପୁରୀରୁ ୧୧୫, ରାୟଗଡ଼ାରୁ ୩୨, ସମ୍ବଲପୁରରୁ ୧୨୬, ସୋନପୁରରୁ ୧୨୯, ସୁନ୍ଦରଗଡ଼ରୁ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍ପୁଲ୍ରୁ ୧୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
6. Boudh: 47
7. Cuttack: 358
8. Deogarh: 11
9. Dhenkanal: 47
10. Gajapati: 19
11. Ganjam: 31
12. Jagatsinghpur: 73
13. Jajpur: 139
14. Jharsuguda: 41
15. Kalahandi: 51
16. Kandhamal: 97
17. Kendrapada: 129
18. Keonjhar: 106
19. Khurda: 766
20. Koraput: 66
21. Malkangiri: 46— I & PR Department, Odisha (@IPR_Odisha) October 2, 2020
ତେବେ ଏହି କ୍ରମରେ ରାଜ୍ୟରେ ୪୩୮୦ ଜଣ ସୁସ୍ଥ ହୋଇଥିବା ମଧ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଏବେ ସୁଦ୍ଧା ମୋଟ ୩୩ ଲକ୍ଷ ୪୮ ହଜାର ୮୬୧ ଜଣଙ୍କର ଟେଷ୍ଟିଂ କରାଯାଇଛି । ସେଥିମଧ୍ୟରୁ ୨ ଲକ୍ଷ ୨୬ ହଜାର ୩୩୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବେ ସୁଦ୍ଧା ମୋଟ ସୁସ୍ଥ ହେଲେଣି ୧ ଲକ୍ଷ ୯୦ ହଜାର ୮୦ ଜଣ । ରାଜ୍ୟରେ ଏବେ ୩୫ ହଜାର ୩୨୬ ମାମଲା ଏବେ ସକ୍ରିୟ ରହିଛି ।
22. Mayurbhanj: 156
23. Nawrangpur: 116
24. Nayagarh: 74
25. Nuapada: 84
26. Puri: 115
27. Rayagada: 32
28. Sambalpur: 126
29. Sonepur: 129
30. Sundargarh: 89
31. State Pool: 158New Recovery: 4380
Cumulative Tested: 3348861
Positive: 226334
Recovered: 190080
Active Case: 35326— I & PR Department, Odisha (@IPR_Odisha) October 2, 2020