ରାଜ୍ୟରେ ଆଉ ୩୪୫୫ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୩୪୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ସୁସ୍ଥଙ୍କୁ ଘରକୁ ଫେରିବା ପାଇଁ ଅନୁମତି ଦିଆଯାଇଛି । ଏହି ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୨ ଲକ୍ଷ ୧୩ ହଜାର ୬୭୨ ଜଣ ସୁସ୍ଥ ହୋଇସାରିଛନ୍ତି ।
Another 3455 Covid patients have recovered and are being discharged on 07.10.2020
571 from Khordha
292 from Cuttack
254 from Puri
175 from Anugul
166 from Jajapur
133 from Bargarh
126 from Mayurbhanj
120 from Baleswar
116 from Sambalpur
104 from Bolangir
101 from Keonjhar— H & FW Dept Odisha (@HFWOdisha) October 7, 2020
ତେବେ ଖୋର୍ଦ୍ଧାରୁ ସର୍ବାଧିକ ୫୭୧ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ଦ୍ୱିତୀୟ ସର୍ବାଧିକ ୨୯୨ ଜଣ ଓ ପୁରୀରୁ ୨୫୪ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି ।
99 from Kendrapara
84 from Jagatsinghpur
84 from Jharsuguda
72 from Nuapada
71 from Nabarangpur
70 from Nayagarh
61 from Dhenkanal
61 from Kandhamal
58 from Malkangiri
56 from Bhadrak
56 from Sonepur
54 from Sundargarh
41 from Kalahandi
41 from Rayagada
35 from Koraput— H & FW Dept Odisha (@HFWOdisha) October 7, 2020
ସେହିଭଳି ଅନୁଗୁଲରୁ ୧୭୫ ଜଣ ସୁସ୍ଥ ହୋଇଥିବା ବେଳେ ଯାଜାପୁରରୁ ୧୬୬, ବରଗଡରୁ ୧୩୩, ମୟୂରଭଞ୍ଜରୁ ୧୨୬, ବାଲେଶ୍ୱରରୁ ୧୨୦, ସମ୍ବଲପୁରରୁ ୧୧୬, ବଲାଙ୍ଗିରରୁ ୧୦୪, କେନ୍ଦୁଝରରୁ ୧୦୧, କେନ୍ଦ୍ରାପଡ଼ାରୁ ୯୯, ଝାସୁଗୁଡ଼ାରୁ ୮୪, ନୁଆପଡ଼ାରୁ ୭୨, ନବରଙ୍ଗପୁରରୁ ୭୧, ନୟାଗଡ଼ରୁ ୭୦, ଢ଼େଙ୍କାନାଳରୁ ୬୧, କନ୍ଧମାଳରୁ ୬୧, ମାଲକାନଗିରିରୁ ୫୮, ଭଦ୍ରକରୁ ୫୬, ସୋନପୁରରୁ ୫୬, ସୁନ୍ଦରଗଡ଼ରୁ ୫୪, କଳାହାଣ୍ଡିରୁ ୪୧, ରାୟାଗଡ଼ାରୁ ୪୧, କୋରାପୁଟରୁ ୩୫, ଗଞ୍ଜାମରୁ ୩୪, ଗଜପତିରୁ ୩୩, ବୌଦ୍ଧରୁ ୩୧, ଦେଓଗଡ଼ରୁ ୧୩ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଷ୍ଟେଟ୍ ପୁଲରୁ ୨୪୩ ଜଣ ସୁସ୍ଥ ହୋଇଛନ୍ତି ।
34 from Ganjam
33 from Gajapati
31 from Boudh
13 from Deogarh
243 from State PoolThe total recovered cases of Odisha now stand at 213672
— H & FW Dept Odisha (@HFWOdisha) October 7, 2020