ରାଜ୍ୟରେ ଆଉ ୩୪୦୪ ଜଣ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୩୪୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ସୁସ୍ଥଙ୍କୁ ଘରକୁ ଫେରିବା ପାଇଁ ଅନୁମତି ଦିଆଯାଇଛି । ଏହି ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୨ ଲକ୍ଷ ୨୦ ହଜାର ୩୮୮ ଜଣ ସୁସ୍ଥ ହୋଇସାରିଛନ୍ତି ।
Another 3404 Covid patients have recovered and are being discharged on 09.10.2020
602 from Khordha
374 from Cuttack
289 from Puri
148 from Baleswar
130 from Mayurbhanj
130 from Sambalpur
116 from Keonjhar
107 from Bargarh
106 from Jajapur
98 from Kendrapara
92 from Bhadrak— H & FW Dept Odisha (@HFWOdisha) October 9, 2020
୩୪୦୪ ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୦୨, କଟକରୁ ୩୭୪, ପୁରୀରୁ ୨୮୯, ବାଲେଶ୍ୱରରୁ ୧୪୮, ମୟୂରଭଞ୍ଜରୁ ୧୩୦, ସମ୍ବଲପୁରରୁ ୧୩୦, କେନ୍ଦୁଝରରୁ ୧୧୬, ବରଗଡରୁ ୧୦୭, ଯାଜପୁରରୁ ୧୦୬, କେନ୍ଦ୍ରାପଡ଼ାରୁ ୯୮, ଭଦ୍ରକରୁ ୯୨ ଜଣ ସୁସ୍ଥ ହୋଇଛନ୍ତି ।
90 from Jagatsinghpur
86 from Jharsuguda
83 from Anugul
77 from Nuapada
74 from Nayagarh
72 from Kalahandi
71 from Kandhamal
70 from Bolangir
70 from Dhenkanal
66 from Sundargarh
52 from Koraput
50 from Nabarangpur
48 from Ganjam
48 from Sonepur
38 from Malkangiri
22 from Boudh— H & FW Dept Odisha (@HFWOdisha) October 9, 2020
ସେହିଭଳି ଜଗତ୍ସିଂହପୁରରୁ ୯୦, ଝାରସୁଗୁଡ଼ାରୁ ୮୬, ଅନୁଗୁଳରୁ ୮୩, ନୁଆପଡାରୁ ୭୭, ନୟାଗଡ଼ରୁ ୭୪, କଳାହାଣ୍ଡିରୁ ୭୨, କନ୍ଧମାଳରୁ ୭୧, ବଲାଙ୍ଗିରରୁ ୭୦, ଢ଼େଙ୍କାନାଳରୁ ୭୦, ସୁନ୍ଦରଗଡରୁ ୬୬, କୋରାପୁଟରୁ ୫୨, ନବରଙ୍ଗପୁରରୁ ୫୦, ଗଞ୍ଜାମରୁ ୪୮, ସୋନପୁରରୁ ୪୮, ମାଲକାନଗିରିରୁ ୩୮, ବୌଦ୍ଧରୁ ୨୨, ଗଜପତିରୁ ୧୮, ଦେଓଗଡ଼ରୁ ୧୧, ରାୟଗଡ଼ାରୁ ୨ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଷ୍ଟେଟ୍ ପୁଲ୍ରୁ ୧୬୪ ଜଣ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି ।
18 from Gajapati
11 from Deogarh
2 from Rayagada
164 from State PoolThe total recovered cases of Odisha now stand at 220388
— H & FW Dept Odisha (@HFWOdisha) October 9, 2020