୨୪ ଘଣ୍ଟାରେ ରାଜ୍ୟରେ ଆଉ ୩୧୧୦ ଆକ୍ରାନ୍ତ ସୁସ୍ଥ
1 min readଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୩ ହଜାର ୧୧୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ସୁସ୍ଥତା ସଂଖ୍ୟା ରାଜ୍ୟରେ ୧ ଲକ୍ଷ ୫ ହଜାର ୨୯୫ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
Another 3110 Covid patients have recovered and are being discharged on 09.09.2020
1023 from Khordha
215 from Puri
202 from Cuttack
154 from Mayurbhanj
131 from Kendrapara
123 from Dhenkanal
103 from Baleswar
102 from Sambalpur
100 from Jajapur
98 from Ganjam
95 from Jharsuguda— H & FW Dept Odisha (@HFWOdisha) September 9, 2020
ତେବେ ୩୧୧୦ ଜଣ ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୨୩ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ପୁରୀରୁ ୨୧୫, କଟକରୁ ୨୦୨, ମୟୂରଭଞ୍ଜ ୧୫୪, କେନ୍ଦ୍ରାପଡ଼ା ୧୩୧, ଢ଼େଙ୍କାନାଳ ୧୨୩, ବାଲେଶ୍ୱର ୧୦୩, ସମ୍ବଲପୁର ୧୦୨, ଯାଜପୁର ୧୦୦, ଗଞ୍ଜାମ ୯୮, ଝାରସୁଗୁଡ଼ା ୯୫, କୋରାପୁଟ ୯୫, ବରଗଡ଼ ୯୨, କଳାହାଣ୍ଡି -କେନ୍ଦୁଝର- କାନ୍ଧମାଳରୁ ୬୦ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।
95 from Koraput
92 from Bargarh
60 from Kalahandi
60 from Kandhamal
60 from Keonjhar
58 from Sundargarh
50 from Rayagada
43 from Bhadrak
42 from Jagatsinghpur
41 from Bolangir
34 from Nabarangpur
32 from Malkangiri
29 from Nayagarh
20 from Gajapati
20 from Sonepur
16 from Nuapada— H & FW Dept Odisha (@HFWOdisha) September 9, 2020
ଏହାସହ ସୁନ୍ଦରଗଡ଼ରୁ ୫୮, ରାୟଗଡ଼ା ୫୦, ଭଦ୍ରକରୁ ୪୩, ଜଗତସିଂହପୁର ୪୨, ବଲାଙ୍ଗିର ୪୧, ନବରଙ୍ଗପୁର ୩୪, ମାଲକାନଗିରି ୩୨, ନୟାଗଡ଼ ୨୯, ଗଜପତି ୨୦, ସୋନପୁର ୨୦, ନୂଆପଡ଼ା ୧୬, ବୌଦ୍ଦ ୭, ଅନୁଗୁଳରୁ ୩ ଓ ଦେଓଗଡ଼ରୁ ଦୁଇ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
7 from Boudh
3 from Anugul
2 from DeogarhThe total recovered cases of Odisha now stand at 105295
— H & FW Dept Odisha (@HFWOdisha) September 9, 2020