୧୩ରେ ପୁଣି ବସିବ ବିଜେପି ବିଧାୟକ ଦଳ ବୈଠକ

1 min read

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ପୁଣି ବସିବ ବିଜେପି ବିଧାୟକ ଦଳ ବୈଠକ । ଆଗାମୀ ବିଧାନସଭାର ଶୀତକାଳୀନ ଅଧିବେଶନରେ ଦଳ କେଉଁ ପ୍ରସଂଗକୁ ଗୃହରେ ଉଠାଇବ ସେ ନେଇ ପ୍ରସ୍ତୁତ ହେବ ବ୍ଳୁ-ପ୍ରିଣ୍ଟ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି । ଆଜିର ବିଧାୟକ ଦଳ ବୈଠକରେ ସମସ୍ତ ବିଧାୟକ ଉପସ୍ଥିତ ହୋଇପାରିନଥିବା ଯୋଗୁଁ ପୁଣି ୧୩ ତାରିଖରେ ବସିବ ବୈଠକ । ଏଥିସହ ବିଧାନସଭାରେ ବିଜେପିର ଆଭିମୁଖ୍ୟ ନେଇ ଚୂଡ଼ାନ୍ତ ହେବ ରଣନୀତି । ')}

Leave a Reply