ଲେଖିକା ପ୍ରତିଭା ରାୟଙ୍କୁ ପଦ୍ମ ଭୂଷଣ, ବାବା ବଳିଆଙ୍କ ସହ ୫ ଜଣଙ୍କୁ ପଦ୍ମଶ୍ରୀ

Odia Writer Pratibha Ray To Get Padma Bhushan

ନୂଆଦିଲ୍ଲୀ: ଦେଶର ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ୪ ଜଣଙ୍କୁ ପଦ୍ମ ବିଭୂଷଣ ପଦକ ମିଳିବ । ସେହିଭଳି ୧୭ ଜଣଙ୍କୁ ପଦ୍ମ ଭୂଷଣ ଓ ୧୦୭ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ । ଓଡ଼ିଶାର ପ୍ରତିଭା ରାୟ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ପଦ୍ମ ଭୂଷଣ ପାଇବେ ।

Odia Writer Pratibha Ray To Get Padma Bhushan

ସେହିଭଳି ରାଜ୍ୟର ୫ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ । ସମାଜ ସେବା ପାଇଁ ଶ୍ରୀମଦ ବାବା ବଳିଆ, କ୍ରୀଡ଼ା କ୍ଷେତ୍ରରେ ପ୍ରମୋଦ ଭଗତ, ବୈଷୟିକ ବିଜ୍ଞାନ ପାଇଁ ଆଦିତ୍ୟ ପ୍ରସାଦ ଦାସ, କଳା କ୍ଷେତ୍ରରେ ଶ୍ୟାମାମଣି ଦେବୀ, ଶିକ୍ଷା ଓ ସାହିତ୍ୟ ପାଇଁ ନରସିଂହ ପ୍ରସାଦ ଗୁରୁଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର ।

ଏଥିସହ ପଢ଼ନ୍ତୁ: ପ୍ରଥମ ପାରା ବ୍ୟାଡମିଣ୍ଟନ ଖେଳାଳି ଭାବେ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନ

Leave a Reply