ଓଡ଼ିଆ ଆଇପିଏସ୍ ଅଫିସର ହେଲେ ଆସାମର ମୁଖ୍ୟ ସୂଚନା କମିଶନର
1 min readଓଡ଼ିଆ ଆଇପିଏସ୍ ଅଫିସର ହେଲେ ଆସାମର ମୁଖ୍ୟ ସୂଚନା କମିଶନର । ଆସାମ-ମେଘାଳୟ କ୍ୟାଡର୍ ଆଇପିଏସ୍ ଅଫିସର ତଥା ଓଡ଼ିଆ ପୁଅ ଏ. ପି. ରାଉତଙ୍କୁ ଆସମର ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ମିଳିଛି । ୧୯୮୫ ବ୍ୟାଚ୍ର ଆଇପିଏସ୍ ଅଫିସର ଏ. ପି. ରାଉତ ପୂର୍ବରୁ ଆସାମର ଫାୟାର ଆଣ୍ଡ ଏମର୍ଜେନ୍ସି ବିଭାଗର ଆଡିସନାଲ ଡିଜି ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ । ପରବର୍ତ୍ତେ ସମୟରେ ତାଙ୍କୁ ଆସାମର ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡ ବିଭାଗର ଡାଇରେକଟ୍ର ଜେନେରାଲ ଥିଲେ ।