ଲକଡାଉନରେ ଭାରତରେ ମଦ ମିଳୁନି କିନ୍ତୁ ଏମିତି ଜଣେ ରାଷ୍ଟ୍ରପତି ଅଛନ୍ତି, ଯିଏ ବର୍ଷକୁ ୧୯୯ କୋଟି ଟଙ୍କାର ମଦ ପିଅନ୍ତି !

କିମ୍ ଜୋଙ୍ଗ୍ ଉନ୍ । କରୋନା ପରେ ଏବେ ଖବରରେ ଯଦି କିଏ ଅଛି ତେବେ ସିଏ ହେଉଛନ୍ତି ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍ । କିମ୍ ମୃତ କି ଜୀବିତ ? ଏହି ବିଲିୟନ ଡଲାର ପ୍ରଶ୍ନର ଉତ୍ତର ଖୋଜିବାକୁ ଆମେରିକା କୋରିଆ ଉପଦ୍ୱିପ ଉପରେ ୫ ଗୁଇନ୍ଦା ବିମାନ ଉଡାଉଛି । ଏମିତିରେ ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଥିବ ଏହି କ୍ରୁର ଶାସକର ବ୍ୟକ୍ତିଗତ ଜୀବନ କେମିତି ହୋଇଥିବ ?  … Continue reading ଲକଡାଉନରେ ଭାରତରେ ମଦ ମିଳୁନି କିନ୍ତୁ ଏମିତି ଜଣେ ରାଷ୍ଟ୍ରପତି ଅଛନ୍ତି, ଯିଏ ବର୍ଷକୁ ୧୯୯ କୋଟି ଟଙ୍କାର ମଦ ପିଅନ୍ତି !