ରସାୟନ ବିଜ୍ଞାନରେ ୨ଜଣଙ୍କୁ ନୋବେଲ ପୁରସ୍କାର
1 min readନୂଆଦିଲ୍ଲୀ: ରସାୟନ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର। ଚଳିତବର୍ଷ ଦୁଇଜଣ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ପ୍ରଦାନ କରାଯିବ ସମ୍ମାନଜନକ ନୋବେଲ୍ । ବେଞ୍ଜାମିନ୍ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ନୋବେଲ ନୋବଲ୍ ମିଳିବ ।
BREAKING NEWS:
The 2021 #NobelPrize in Chemistry has been awarded to Benjamin List and David W.C. MacMillan “for the development of asymmetric organocatalysis.” pic.twitter.com/SzTJ2Chtge— The Nobel Prize (@NobelPrize) October 6, 2021
ଡେଭଲପମେଣ୍ଟ ଅଫ୍ ଆସେମେଟ୍ରିକ ଅର୍ଗାନୋକାଟାଲିସିସ୍ ପାଇଁ ଉଭୟଙ୍କ ଲାଗି ନୋବେଲ୍ ଘୋଷଣା କରାଯାଇଛି । ବେଞ୍ଜାମିନ୍ ଜର୍ମାନୀର ରସାୟନ ବିଜ୍ଞାନୀ ହୋଇଥିବାବେଳେ ଡେଭିଡ ମ୍ୟାକମିଲାନ ବ୍ରିଟେନରେ ଜନ୍ମିତ ରସାୟନ ବିଜ୍ଞାନୀ ।