ନୀତୀଶଙ୍କ ସହ ଶପଥ ନେବେ ୨ ଉପ-ମୁଖ୍ୟମନ୍ତ୍ରୀ

ପାଟଣା: ଲଗାତାର ୪ର୍ଥ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର । ତେବେ ସୁଶୀଲ ମୋଦି ଉପ-ମୁଖ୍ୟମନ୍ତ୍ରୀ ପଦରୁ ଓହରିଥିବା ବେଳେ ନୂଆ ୨ ବିଜେପି ନେତା ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିବେ । ରବିବାର ପାଟଣାରେ ବସିଥିବା ଜାତୀୟ ଗଣତାନ୍ତ୍ରତିକ ମେଣ୍ଟ(ଏନଡିଏ)ର ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ବରିଷ୍ଠ ବିଜେପି ବିଧାୟକ ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ … Continue reading ନୀତୀଶଙ୍କ ସହ ଶପଥ ନେବେ ୨ ଉପ-ମୁଖ୍ୟମନ୍ତ୍ରୀ