ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂଙ୍କ ପ୍ରତିକ୍ରିୟା । ଆମେ ଦିନେ ଦୁଇଦିନ ଭିତରେ ସୁପ୍ରିମକୋର୍ଟରେ ଦୟା ପିଟିସନ୍ ଦାଖଲ କରିବୁ । ସୁପ୍ରିମକୋର୍ଟର ୫ ଜଣ ବରିଷ୍ଠ ବିଚାରପତି ଏହାର ଶୁଣାଣି କରିପାରନ୍ତି । ମାମଲାରେ ପ୍ରଥମରୁ ଚାପ ପଡ଼ି ଆସୁଥିଲା ।