ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠରେ ନିର୍ଭୟା ଦୁଷ୍କର୍ମ ମାମଲା । ଶୁଣାଣି ପାଇଁ ଗଠନ ହେବ ଆଉ ଏକ ସାମ୍ବିଧାନିକ ଖଣ୍ଡପୀଠ । ଆସନ୍ତାକାଲି ଦିନ ୧୦ଟା ୩୦ରେ ପୁନଃବିଚାର ଆବେଦନର ଶୁଣାଣି ହେବ ।

Leave a Reply