ନିରଞ୍ଜନ ପୂଜାରୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଦାୟିତ୍ବ

ଭୁବନେଶ୍ୱର: ନିରଞ୍ଜନ ପୂଜାରୀ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ବ । ରାଜ୍ୟପାଳଙ୍କ ଅନୁମତି ପରେ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ । ନିରଞ୍ଜନ ପୂଜାରୀ ଏବେ ସଂସଦୀୟ ବ୍ୟାପାର ଓ ଅର୍ଥମନ୍ତ୍ରୀ ଅଛନ୍ତି । ନବକିଶୋରଙ୍କ ବିୟୋଗ ପରେ ନିରଞ୍ଜନଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଦାୟିତ୍ବ ଦିଆଯାଇଛି ।