ମାଲେସିଆରେ ଭୋକ ଉପାସରେ ଫସିଛନ୍ତି ଓଡ଼ିଆ ନବବିବାହିତ ଦମ୍ପତି, ସହାୟତା ପାଇଁ କଲେ ନିବେଦନ

ନବରଙ୍ଗପୁର: ହନିମୁନ୍ ଟ୍ରିପରେ କଣ୍ଟା ସାଜିଲା କରୋନା । ମାଲେସିଆରେ ଫସିଲେ ନବରଙ୍ଗପୁର ଅଞ୍ଚଳର ନବଦମ୍ପତି । ନବରଙ୍ଗପୁରର ଇଚ୍ଛାବତୀଗୁଡାର ରଶ୍ମିତା ଦାଶ ( ଛଦ୍ମନାମ) ଓ ରାକେଶ ଦାଶ (ଛଦ୍ମନାମ) ମାଲେସିଆ ହନିମୁନ୍ ଯାଇ ସେଠାରେ ଅଟକି ରହିଛନ୍ତି ।   ଚଳିତ ମାସ ୧୨ ତାରିଖରେ ହନିମୁନ୍ ପାଇଁ ମାଲେସିଆ ଯାଇଥିବା ବେଳେ ୧୭ ତାରିଖରେ ରିଟର୍ଣ୍ଣ ଟିକେଟ ଥିଲା । କିନ୍ତୁ କରୋନା ଭାଇରସ ସଂକ୍ରମଣ ଆଶଂକା ଯୋଗୁଁ ସେଠିକାର ସମସ୍ତ ଫ୍ଲାଇଟ … Continue reading ମାଲେସିଆରେ ଭୋକ ଉପାସରେ ଫସିଛନ୍ତି ଓଡ଼ିଆ ନବବିବାହିତ ଦମ୍ପତି, ସହାୟତା ପାଇଁ କଲେ ନିବେଦନ