କରୋନା ନିୟନ୍ତ୍ରଣ ପାଇଁ ନୂଆ ରଣନୀତି, ଭିତ୍ତିଭୂମି ସଂପ୍ରସାରଣ ଉପରେ ଗୁରୁତ୍ୱ

ଗଞ୍ଜାମ ଜିଲ୍ଲାରେ କରୋନା ରୋଗକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂଆ ରଣକୌଶଳ ଆପଣାଇଛନ୍ତି  । ଏଥିରେ ସଚେତନତା, ଟେଲିମେଡିସିନ ଓ ଭିତ୍ତିଭୂମି ସଂପ୍ରସାରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ଅନୁଷ୍ଠିତ ହୋଇଛି । ନିଷ୍ପତ୍ତି ଅନୁଯାୟୀ, ବ୍ରହ୍ମପୁର ମେଡିକାଲ କଲେଜର ଓପିଡି ଓ ଜରୁରିକାଳୀନ ଓ୍ୱାର୍ଡ ୨୪ ଘଣ୍ଟିଆ ସେବା ଯୋଗାଇବ । ଜଣେ … Continue reading କରୋନା ନିୟନ୍ତ୍ରଣ ପାଇଁ ନୂଆ ରଣନୀତି, ଭିତ୍ତିଭୂମି ସଂପ୍ରସାରଣ ଉପରେ ଗୁରୁତ୍ୱ