YES ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଆରବିଆଇର କଟକଣା

ମୁମ୍ବାଇ: YES ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କର କଟକଣା । ଏହି ବ୍ୟାଙ୍କରୁ ଗ୍ରାହକଙ୍କ ଟଙ୍କା ଉଠାଣ ସୀମା ୫୦ ହଜାର ଟଙ୍କା ନିର୍ଦ୍ଧାରଣ କରିଛି ରିଜର୍ଭ ବ୍ୟାଙ୍କ । ଗୋଟିଏ ମାସରେ ସର୍ବାଧିକ ୫୦ ହଜାର ଟଙ୍କା ହିଁ ଉଠାଇ ପାରିବେ । ଏପରିକି ଏଟିଏମ ଓ ଇଣ୍ଟରନେଟ ବ୍ୟାଙ୍କିଂ ସେବା ବନ୍ଦ କରାଯାଇଛି । ନୂଆ ନିୟମ ମାର୍ଚ୍ଚ ୫ରୁ ଲାଗୁ ହୋଇଛି । ଏହା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର … Continue reading YES ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଆରବିଆଇର କଟକଣା