spot_img

Latest Posts

ବାଲେଶ୍ବର ମେଡିକାଲରୁ ଚୋରି ଶିଶୁପୁତ୍ର ଜଳେଶ୍ବରରୁ ଉଦ୍ଧାର

ବାଲେଶ୍ବର: ମେଡିକାଲରୁ ଚୋରି ଶିଶୁପୁତ୍ର ଉଦ୍ଧାର। ଜଳେଶ୍ବର ବାହାର୍ଦ୍ଦାରୁ ନବଜାତ ଶିଶୁକୁ ଉଦ୍ଧାର କରିଛି ପୋଲିସ । ଚୋରି କରିଥିବା ମହିଳା ସମେତ ଆଶାକର୍ମୀଙ୍କୁ ଅଟକ ରଖାଯାଇଛି। ଉଦ୍ଧାର ଶିଶୁପୁତ୍ର ସୁସ୍ଥ ଥିବା ନେଇ ମେଡିକାଲ ତରଫରୁ ସୂଚନା ଦିଆଯାଇଛି।

ଗତକାଲି ନବଜାତ ଶିଶୁପୁତ୍ରକୁ ପୋଲିଓ ଦେବା ବାହାନାରେ ମହିଳା ଜଣକ ମା’ ପାଖରୁ ଶିଶୁକୁ ଚୋରି କରି ନେଇଥିଲା। ଥାନାରେ ଏତଲା ପରେ ପୋଲିସ ଛାନବିନ୍ ଚଳାଇଥିଲା। ଘଟଣାରେ ପୋଲିସ ଶିଶୁକୁ ଚୋରି କରିଥିବା ମହିଳା ସମେତ ଆଶାକର୍ମୀକୁ ଅଟକ ରଖି ପଚରାଉଚରା କରୁଛି।

Latest Posts

Don't Miss