ରାଜ୍ୟରେ ଥମୁନି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୯ହଜାର ୮୮୯ ନୂଆ ପଜିଟିଭ୍ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଏବେ ସଂଙ୍ଗିନ। ଦିନକୁ ଦିନ କରୋନା ସଂକ୍ରମଣ ରାଜ୍ୟରେ ତାର କାୟା ଅଧିକରୁ ଅଧିକ ବିସ୍ତାର କରିବାରେ ଲାଗିଛି । ରାଜ୍ୟରେ କମୁନି କରୋନା ଗ୍ରାଫ୍। ଆଜି ରାଜ୍ୟରେ ଆଉ ୯ହଜାର ୮୮୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଲଗାତାର ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଧାରୁ ସର୍ବାଧିକ ୧୩୩୧ ଚିହ୍ନଟ । ସେହିପରି ସୁନ୍ଦରଗଡ଼ରୁ ୧୧୩୭ ଓ କଟକରୁ ୭୯୦ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Another 6164 Covid patients have recovered and are being discharged on 04.05.2021
893 from Khordha
781 from Sundargarh
557 from Jharsuguda
448 from Nuapada
342 from Cuttack
320 from Kalahandi
298 from Bargarh
279 from Sambalpur
229 from Nabarangpur
216 from Ganjam— H & FW Dept Odisha (@HFWOdisha) May 4, 2021
ସେହିପରି ଅନୁଗୁଳରୁ ୪୪୩, ବାଲେଶ୍ୱରରୁ ୧୫୧, ବରଗଡ଼ରୁ ୪୮୩, ଭଦ୍ରକରୁ ୫୨, ବଲାଙ୍ଗୀରରୁ ୩୨୬, ବୌଦ୍ଧରୁ ୧୨୯, ଦେବଗଡ଼ରୁ ୭୫, ଢ଼େଙ୍କାନାଳରୁ ୯୦, ଗଜପତିରୁ ୧୧୭, ଗଞ୍ଜାମରୁ ୩୧୦, ଜଗତସିଂହପୁରରୁ ୧୫୬, ଯାଜପୁରରୁ ୨୮୨, ଝାରସୁଗୁଡ଼ାରୁ ୩୮୬, କଳାହାଣ୍ଡିରୁ ୪୧୪, କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୧୩୩, କେନ୍ଦୁଝରରୁ ୧୯୫, କୋରାପୁଟରୁ ୯୪, ମାଲକାନାଗିରିରୁ ୮୬, ମୟୂରଭଞ୍ଜରୁ ୨୪୩, ନବରଙ୍ଗପୁରରୁ ୪୧୪, ନୟାଗଡ଼ରୁ ୨୨୩, ନୂଆପଡ଼ାରୁ ୩୩୫, ପୁରୀରୁ ୪୩୬, ରାୟଗଡ଼ାରୁ ୧୨୯, ସମ୍ବଲପୁରରୁ ୪୭୦, ସୋନପୁରରୁ ୧୫୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଷ୍ଟଟ ପୁଲର ରହିଛନ୍ତି ୨୪୯ ଜଣ କରୋନା ରୋଗୀ ।
189 from Jajapur
180 from Mayurbhanj
143 from Puri
107 from Anugul
101 from Baleswar
98 from Bolangir
92 from Koraput
89 from Keonjhar
87 from Jagatsinghpur
86 from Bhadrak
85 from Nayagarh
78 from Gajapati
70 from Rayagada
62 from Sonepur
42 from Deogarh
38 from Kendrapara— H & FW Dept Odisha (@HFWOdisha) May 4, 2021