ଖୋର୍ଦ୍ଧା ଜିଲ୍ଲାରେ ଅଣାୟତ ହେଉଛି କରୋନା, ରାଜ୍ୟରୁ ୩୯୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତିଦିନ ରେକର୍ଡ଼ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୯୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୨୩୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ରହିଛି ୧୬୩୭ । ତେବେ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ଏବେ ୧ ଳକ୍ଷ ୪୩ ହଜାର ୧୧୭ରେ ପହଞ୍ଚିଛି ମୋଟ କରୋନା ସଂଖ୍ୟା । ୧ ଲକ୍ଷ ୮୦ ହଜାର ରୋଗୀ ସୁସ୍ଥ ହୋଇଥିବା ବେଳେ ୩୪ ହଜାର ୪୫୮ ଜଣେ ଏବେ ସଂକ୍ରିୟ ରହିଛନ୍ତି । ରାଜ୍ୟରେ ଏବେ ମୋଟ ୨ ଲ୪ ୨୩ ହଜାର ୬୪୧ କମୁଲେଟିଭ ଟେଷ୍ଟ ହୋଇଛନ୍ତି ।
Covid-19 Report For 10th September
New Positives Cases: 3996
In quarantine: 2359
Local contacts: 1637(Details of local contacts will be shared by concerned Dist Administration)
District Wise Cases
1. Angul: 138
2. Balasore: 209
3. Bargarh: 97
4. Bhadrak: 112
5. Balangir: 124— I & PR Department, Odisha (@IPR_Odisha) September 11, 2020
୩୦ ଜିଲ୍ଲାରୁ ୩୯୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୦୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୩୮, ବାଲେଶ୍ୱରରୁ ୨୦୯, ବରଗଡ଼ରୁ ୯୭, ଭଦ୍ରକରୁ ୧୧୨, ବଲାଙ୍ଗିରରୁ ୧୨୪, ବୌଦ୍ଧରୁ ୩୯, କଟକରୁ ୩୫୪, ଦେବଗଡ଼ରୁ ୧୦, ଢେଙ୍କାନାଳରୁ ୮୭, ଗଜପତିରୁ ୨୫, ଗଞ୍ଜାମରୁ ୮୯, ଜଗତସିଂହପୁରରୁ ୧୨୨, ଯାଜପୁରରୁ ୧୧୯, ଝାରସୁଗୁଡ଼ାରୁ ୭୯, କଳାହାଣ୍ଡିରୁ ୫୮, କନ୍ଧମାଳରୁ ୪୭, କେନ୍ଦ୍ରାପଡ଼ାରୁ ୧୩୦, କେନ୍ଦୁଝରରୁ ୬୦, କୋରାପୁଟରୁ ୯୩, ମାଲକାନାଗିରିରୁ ୪୭, ମୟୂରଭଞ୍ଜରୁ ୧୬୦, ନବରଙ୍ଗପୁରରୁ ୧୫୧, ନୟାଗଡ଼ରୁ ୭୭, ନୂଆପଡ଼ାରୁ ୧୦୩, ପୁରୀରୁ ୨୭୯, ରାୟଗଡ଼ାରୁ ୧୦୫, ସମ୍ବଲପୁରରୁ ୯୧, ସାନପୁରରୁ ୯୧, ସୁନ୍ଦରଗଡ଼ରୁ ୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 160
23. Nawarangpur: 151
24. Nayagarh: 77
25. Nuapada: 103
26. Puri: 279
27. Rayagada: 105
28. Sambalpur: 91
29. Sonepur: 91
30. Sundargarh: 88
31. State Pool: 206New Recovery: 2706
Cumulative Tested: 2323641
Positive: 143117
Recovered: 108001
Active Case: 34458— I & PR Department, Odisha (@IPR_Odisha) September 11, 2020