୨୪ ଘଣ୍ଟାରେ ରାଜ୍ୟରୁ ନୂଆ ୩୯୩ କରୋନା ସଂକ୍ରମିତ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ୩୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି ।
କ୍ୱାରେଣ୍ଟାଇନରୁ ୨୨୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୧୬୪ । ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ୩ ଲକ୍ଷ ୨୧ ହଜାର ୧୯୬ ଜଣ ମୋଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ୩,୧୫,୨୭୦ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ସକ୍ରିୟ ମାମଲା ୪୧୦୨ ରହିଛି ।
Covid-19 Report For 5th December
New Positive Cases: 393
In quarantine: 229
Local contacts: 164(Details of local contacts will be shared by concerned District Administration)
District Wise Cases:
1. Angul: 15
2. Balasore: 11
3. Bargarh: 9
4. Bhadrak: 9
5. Balangir: 23— I & PR Department, Odisha (@IPR_Odisha) December 6, 2020
ସେହିପରି କରୋନାରେ ଆଉ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୭୬୩କୁ ବୃଦ୍ଧି ହୋଇଛି । ଯେଉଁମାନଙ୍କ ମଧ୍ୟରେ ବଲାଙ୍ଗିରରୁ ଜଣେ, ବାଲେଶ୍ୱରରୁ ଜଣେ, ଭୁବନେଶ୍ୱରରୁ ଦୁଇ ଜଣ, କଳାହାଣ୍ଡି ଓ ନୂଆପଡାରୁ ଜଣେ ଲେଖାଏଁ କରୋନା ରାେଗୀଙ୍କର ମୃତ୍ୟୁ ଘଟିଛି ।
22. Nawarangpur: 1
23. Nayagarh: 4
24. Nuapada: 12
25. Puri: 18
26. Rayagada: 2
27. Sambalpur: 11
28. Sundargarh: 45
29. State Pool: 11New recoveries: 605
Cumulative tested: 6143761
Positive: 321196
Recovered: 315270
Active cases: 4102— I & PR Department, Odisha (@IPR_Odisha) December 6, 2020