ନେପାଳର ‘ଜାଲିମ୍’ ମୁଖିଆ ଭାରତରେ କରୋନା ବିସ୍ତାର ପାଇଁ କରୁଛି ଷଡ଼ଯନ୍ତ୍ର !

ଭାରତ କରୋନା ବିରୋଧରେ ଆରପାର୍ ଲଢେଇ ଘୋଷଣା କରିଛି । ୨୧ ଦିନ ଲକଡାଉନ୍ ଅବଧି ବଢାଇବା ପାଇଁ ସରକାର ଚିନ୍ତା କରୁଛନ୍ତି । ଏହା ଭିତରେ ବିହାରରୁ ଏମିତି ଗୋଟିଏ ଖବର ଆସିଛି ଯାହା ବିହାର ପୋଲିସ ସହ କେନ୍ଦ୍ରିୟ ସୁରକ୍ଷା ଏଜେନ୍ସୀଙ୍କ ନିଦ ହଜାଇ ଦେଇଛି । ପଡୋଷୀ ଦେଶ ନେପାଳର ଜଣେ ବ୍ୟକ୍ତି ଭାରତରେ ମହାମାରୀ କରୋନାର ମାରକ ସଂକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ଜଣା ପଡିଛି । ବିହାରର ପଶ୍ଚିମ ଚମ୍ପାରଣ … Continue reading ନେପାଳର ‘ଜାଲିମ୍’ ମୁଖିଆ ଭାରତରେ କରୋନା ବିସ୍ତାର ପାଇଁ କରୁଛି ଷଡ଼ଯନ୍ତ୍ର !