ସାଇରସ୍ ମିସ୍ତ୍ରୀଙ୍କ ସପକ୍ଷରେ NCLATଙ୍କ ରାୟ, ଫେରିପାଇବେ ଟାଟା ଗ୍ରୁପର ଅଧ୍ୟକ୍ଷ ପଦ
ନୂଆଦିଲ୍ଲୀ : ଟାଟା ଗ୍ରୁପର ଅଧ୍ୟକ୍ଷ ପଦକୁ ଫେରିବେ ବିଶିଷ୍ଟ ବ୍ୟବସାୟୀ ସାଇରସ୍ ପି. ମିସ୍ତ୍ରୀ । ଦେଶରେ ବୃହତ୍ତମ କର୍ପୋରେଟ୍ ଯୁଦ୍ଧ କୁହାଯାଉଥିବା ଟାଟା ସନ୍ସ ଓ ମିସ୍ତ୍ରୀ ପରିବାର ମଧ୍ୟରେ ଲାଗି ରହିଥିବା ବିବାଦରେ ମିସ୍ତ୍ରୀ ପରିବାର ବିଜୟୀ ହୋଇଛି । ଜାତୀୟ କଂପାନୀ ଲ ଆପିଲେଟ୍ ଟ୍ରିବୁନାଲ ଆଜି ସାଇରସ୍ ପି. ମିସ୍ତ୍ରୀଙ୍କ ସପକ୍ଷରେ ରାୟ ଦେଇଛନ୍ତି । NCLT ବମ୍ବେ ବେଞ୍ଚର ରାୟକୁ ଭୁଲ୍ ଦର୍ଶାଇଛନ୍ତି ଆପିଲେଟ୍ ଟ୍ରିବୁନାଲ । ଟାଟା … Continue reading ସାଇରସ୍ ମିସ୍ତ୍ରୀଙ୍କ ସପକ୍ଷରେ NCLATଙ୍କ ରାୟ, ଫେରିପାଇବେ ଟାଟା ଗ୍ରୁପର ଅଧ୍ୟକ୍ଷ ପଦ
Copy and paste this URL into your WordPress site to embed
Copy and paste this code into your site to embed