ସିଦ୍ଧୁଙ୍କୁ ପୁଣି ଘାରିଲା ପାକ୍ ପ୍ରେମ

1 min read

ପୂର୍ବ ଭାରତୀୟ କ୍ରିକେଟର ଏବଂ କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁ ନଭେମ୍ବର ୯ରେ କରତାରପୁର କରିଡୋରର ଉଦଘାଟନ ସମାରୋହରେ  ଯୋଗ ଦେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି । ପାକିସ୍ତାନର ଏକ ପ୍ରେସ ବିଜ୍ଞାପନ (ତହରିକ-ଏ-ଇନସାଫ) ଅନୁସାରେ, ଉଦଘାଟନ ସମାରୋହରେ ନିମନ୍ତ୍ରଣ କରିଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସିଦ୍ଧୁ ।

ସିଦ୍ଧୁ କହିଛନ୍ତି ଯେ,  ‘କରତାରପୁର କୋରିଡରର ଐତିହାସିକ ଉଦଘାଟନ ସମାରୋହରେ ମତେ ନିମନ୍ତ୍ରଣ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବଦ ଜଣାଉଛି ।’ ଇମ୍ରାନ ଖାନଙ୍କ ନିର୍ଦ୍ଦେଶ ଅନୁସାରେ ପିଟିଆଇ ସିନେଟର ଫୈସଲ ଯାବେଦ ସିଦ୍ଧୁଙ୍କ ସହ ସଂପର୍କ କରି ତାଙ୍କୁ ନିମନ୍ତ୍ରଣ ଦେଇଥିଲେ । ')}

Leave a Reply