ନାଗରିକତା ସଂଶୋଧନ ବିଲ୍ ୨୦୧୯ କ’ଣ ? ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ: ଆଜି ନାଗରିକତା ସଂଶୋଧନ ବିଲ୍‌ ୨୦୧୯କୁ ଲୋକସଭାରେ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗତ ୪ ଡିସେମ୍ୱରରେ ନାଗରିକତ୍ୱ ସଂଶୋଧନ ବିଲ୍‌ ୨୦୧୯କୁ ମିଳିଛି କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ । ଏହି ବିଲ୍‌କୁ କିଛି ଦଳ ସମର୍ଥନ କରୁଥିବା ବେଳେ ଏହାକୁ କିଛି ଦଳ ଓ ସାମାଜିକ ସଂଗଠନ ମଧ୍ୟ ବିରୋଧ କରିଛନ୍ତି । ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଫ୍ରଣ୍ଟ ଏହାକୁ ବିରୋଧ କରି ଦିଲ୍ଲୀସ୍ଥିତ ଯନ୍ତରମନ୍ତରରେ ଧାରଣାରେ ବସିଛନ୍ତି। ପାର୍ଲାମେଣ୍ଟରେ … Continue reading ନାଗରିକତା ସଂଶୋଧନ ବିଲ୍ ୨୦୧୯ କ’ଣ ? ଜାଣନ୍ତୁ ସବିଶେଷ ତଥ୍ୟ