ସୁସ୍ଥ ଅଛି ନନ୍ଦନକାନନରେ ସାପ ଛୋଟ ଖାଇଥିବା ବାଘ
1 min read
ଭୁବନେଶ୍ବର: ସାପ କାମୁଡ଼ିଥିବା ବାଘ ଏବେ ସୁସ୍ଥ ଅଛି । ପୁନର୍ବାର ତାକୁ ଖୁଆଡ ଛଡା ଯାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ୩୩-କ ଏନକ୍ଲୋଜରରେ ରହୁଥିବା ମେଲାନିଷ୍ଟିକ ବାଘ ବାସୁକୁ ଗୋଟିଏ ସାପ କାମୁଡ଼ିଥି ଦେଇଥିଲା । ସାପ କାମୁଡାରେ ବାସୁ ସାମାନ୍ୟ ଆହତ ହୋଇଥିବା ବେଳେ ଗୋଡରୁ ରକ୍ତ ବାହାରୁଥିଲା । ଜଣାପଡିବା ପରେ ତାର ଚିକିତ୍ସା କରାଯାଇଛି । ବାଘ ବାସୁ ଏବେ ସୁସ୍ଥ ଅଛି । ପୁନର୍ବାର ତାକୁ ଖୁଆଡ଼ରେ ଛଡ଼ାଯାଇଛି । ଅନ୍ଯପଟେ ସାପଟି ମିଳିନଥିବା ବେଳେ ସମସ୍ତ ଗାତଗୁଡିକୁ ବନ୍ଦ କରିଦିଆଯାଇଛି ।