ରିୟାଙ୍କୁ ଖୋଜୁଛି ବିହାର ପୋଲିସ,ଫ୍ଲାଟରୁ ଉଭାନ ଅଭିନେତ୍ରୀ !
ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତିଙ୍କ ବିରୋଧରେ ସୁଶାନ୍ତ ସିଂ ରାଜପୁତଙ୍କ ବାପା ଏତଲା ଦେବା ପରଠାରୁ ରିୟା ନିଖୋଜ ଅଛନ୍ତି । କୁହାଯାଉଛି ଯେ, ରିୟା ଗିରଫଦାରୀ ଏଡାଇବା ପାଇଁ କେଉଁଆଡେ ଫେରାର ହୋଇଯାଇଛନ୍ତି । ରିୟା ତାଙ୍କ ଫ୍ଲାଟରେ ନଥିବା ସୂଚନା ମିଳୁଛି । ତାଜା ସୂଚନା ଅନୁସାରେ ରିୟାଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟକୁ ବିହାର ଓ ସ୍ଥାନୀୟ ପୋଲିସ ଯାଇଥିଲେ କିନ୍ତୁ ସେଠାରେ ତାଙ୍କୁ ପାଇନଥିଲେ । ତେବେ ଏପର୍ଯ୍ୟନ୍ତ ତାଙ୍କୁ ଫେରାର ଘୋଷଣା … Continue reading ରିୟାଙ୍କୁ ଖୋଜୁଛି ବିହାର ପୋଲିସ,ଫ୍ଲାଟରୁ ଉଭାନ ଅଭିନେତ୍ରୀ !
Copy and paste this URL into your WordPress site to embed
Copy and paste this code into your site to embed