ଯାଜପୁରରେ ମହମଦଙ୍କ ଜୟନ୍ତୀ ପାଳିତ

1 min read

ଯାଜପୁର: ଆଜି ମହମଦଙ୍କ ଜନ୍ମ ଦିବସ । ଏହି ଅବସରରେ ଯାଜପୁର ସହରର ମୁସଲମାନ ଭାଇମାନେ ପ୍ରତିବର୍ଷ ପରି ଚଳିତ ବର୍ଷ ସହରରେ ଏକ ଶୋଭାଯାତ୍ରା ବାହାର କରିଥିଲେ । ପାଖ ଆଖର ଅନେକ ସ୍ଥାନରୁ ମଧ୍ୟ ବଡ଼ ବଡ଼ କାଫିଲା ସହର ପରିକ୍ରମା କରିଥିଲା ।

ସବୁଠାରୁ ବଡ଼ କଥା ମୁସଲମାନ ଭାଇମାନେ ସମାଜରେ ଘଟୁଥିବା କୁ କାର୍ଯ୍ୟଠୁ ଦୂରେଇ ରହିବା ପାଇଁ ଅନେକ ସୁନ୍ଦର ସୁନ୍ଦର ଲେଖା ଦ୍ୱାରା ଉତ୍ତମ ସମାଜ ଗଢିବାକୁ ପରିକ୍ରମାରେ ବାର୍ତ୍ତା ଦେଇଥିଲେ । ଶାନ୍ତି ଶୃଙ୍ଖଳା ସହ ପ୍ରଶାସନର ସହାୟତାରେ ଏହି କାଫିଲା ସହର ପରିକ୍ରମା କରିଥିଲା । ')}

Leave a Reply