ଏଣିକି ମୋବାଇଲରେ ପାଇପାରିବେ ଓଡ଼ିଶା ହାଇକୋର୍ଟଙ୍କ ବିଭିନ୍ନ ସୁବିଧା

1 min read

କଟକ: ଏଣିକି ମୋବାଇଲରେ ପାଇପାରିବେ ଓଡ଼ିଶା ହାଇକୋର୍ଟ ସେବା । ଏ ନେଇ ଆଜିଠାରୁ ଆରମ୍ଭ ହୋଇଛି ମୋବାଇଲ ଆପ୍ ସେବା । ଯାହା ଗୁଗୁଲ ପ୍ଳେ ଷ୍ଟୋର ଏବଂ ଆପଲ ଆପ୍‌ରେ ମଧ୍ୟ ଉପଲବ୍ଧ । ବ୍ୟବହାରକାରୀ OrissaHighCourteService ସର୍ଚ୍ଚ କରି ଆପକୁ ଡାଉନଲୋଡ କରିପାରିବେ । ଓକିଲମାନେ ଏହି ଆପ୍‌କୁ ଡାଉନଲୋଡ କରିପାରିବେ  । ଯାହା ସହୟତାରେ ସେମାନେ ନୂଆ କେସ୍, କେସ୍ ଷ୍ଟାଟସ୍, ସାର୍ଟିଫିକେଟ୍ କପି ଷ୍ଟାଟସ୍, ମାଇ ଡାଏରୀ ଭଳି ସୁବିଧା ପାଇପାରିବେ । ତେବେ ଆପର ବ୍ୟବହାର ନେଇ ବିସ୍ତୃତ ଭାବେ https://www.orissahighcourt.nic.in/ରେ ଜାଣିପାରିବେ ।

ଏଥିସହିତ ପଢ଼ନ୍ତୁ: ଅଗଷ୍ଟରେ ଆସିବ କରୋନାର ତୃତୀୟ ଲହର: ଓଡ଼ିଶା ନେଇ କିଛି ଏଭଳି କହିଲେ ବିଶେଷଜ୍ଞ

 

Leave a Reply