ଓଟିଭି MDଙ୍କ ପାଇଁ ବଢ଼ିଲା ଅଡ଼ୁଆ: ଗିରଫ ଦାବି କଲା ଷ୍ଟେଟ୍ ପ୍ରୋଗ୍ରେସିଭ୍ ଓ୍ୱିମେନ୍ ଫୋରମ୍
ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଠାକାଠିରେ ଛନ୍ଦି ହୋଇଛନ୍ତି ଓଟିଭି କର୍ତ୍ତୃପକ୍ଷ । ଆଜି ଓଟିଭି ଏମ୍ଡିଙ୍କ ଅଡୁଆ ପୁଣି ବଢିଛି । ତାଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ ହୋଇଛି । OTV ଏମ୍ଡିଙ୍କ ଗିରଫ ଦାବି କରିଛି ଷ୍ଟେଟ୍ ପ୍ରୋଗ୍ରେସିଭ ୱିମେନ ଫୋରମ୍ । ପୀଡିତାଙ୍କ ମା’ଙ୍କ ଉପରେ ଚାପ ପକାଇବା ସହ ତଥ୍ୟ ଲୁଚାଇ ଅଭ୍ୟାସଗତ ଭାବେ ଭୁଲ କରିଛନ୍ତି OTV ଏମ୍ଡି । ନିଜ କର୍ମଚାରୀଙ୍କୁ OTV ଏମ୍ଡି ଘଣ୍ଟ ଘୋଡାଇଥିବା … Continue reading ଓଟିଭି MDଙ୍କ ପାଇଁ ବଢ଼ିଲା ଅଡ଼ୁଆ: ଗିରଫ ଦାବି କଲା ଷ୍ଟେଟ୍ ପ୍ରୋଗ୍ରେସିଭ୍ ଓ୍ୱିମେନ୍ ଫୋରମ୍
Copy and paste this URL into your WordPress site to embed
Copy and paste this code into your site to embed