ମାଣ୍ଡିଆରେ ପ୍ରସ୍ତୁତ ଫାଷ୍ଟପୁଡର ବଢ଼ୁଛି ଚାହିଦା: ରୋଜଗାର କ୍ଷମ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା
ବର୍ତ୍ତମାନର ଫାଷ୍ଟଫୁଡ୍ ଯୁଗରେ ଜଙ୍କଫୁଡ୍ ଉପରେ ବଶବର୍ତ୍ତୀ ହୋଇଛନ୍ତି ଲୋକେ । ସକାଳର ବ୍ରେକଫାଷ୍ଟ୍ ହେଉ କି ସଂଧ୍ୟାର ଟିଫିନ୍ ସବୁ ସମୟରେ ଜଙ୍କଫୁଡ୍ ଉପରେ ନିର୍ଭର କରିଥାନ୍ତି ଲୋକେ । ତେବେ ଏଭଳି ସମୟରେ ଆଦିବାସୀ ବହୁଳ ଜିଲ୍ଲା ମାଲକାନଗିରିବାସୀଙ୍କ ମଧ୍ୟରେ ମାଣ୍ଡିଆ ପ୍ରସ୍ତୁତ ଫାଷ୍ଟଫୁଡର ଚାହିଦା ବଢିବାରେ ଲାଗିଛି । ଭଳି କି ଭଳି ସୁଷମ ଖାଦ୍ୟ ଖାଇବା ପାଇଁ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟରରେ ଭିଡ଼ ଜମାଉଛନ୍ତି ଲୋକେ । ଆଉ ଏହି … Continue reading ମାଣ୍ଡିଆରେ ପ୍ରସ୍ତୁତ ଫାଷ୍ଟପୁଡର ବଢ଼ୁଛି ଚାହିଦା: ରୋଜଗାର କ୍ଷମ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା
Copy and paste this URL into your WordPress site to embed
Copy and paste this code into your site to embed