ସ୍ଥିତି ବିଗାଡ଼ିବେ କି ପଞ୍ଜିକରଣ କରିନଥିବା ପ୍ରବାସୀ ? ଆଶଙ୍କା ବ୍ୟକ୍ତ କଲେ SRC
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ୨ ସପ୍ତାହ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲେ ମଧ୍ୟ ଏହା ଚିନ୍ତାଜନକ ନୁହେଁ । ଫେରୁଥିବା ପ୍ରବାସୀମାନଙ୍କୁ ଠିକ୍ ଭାବେ କ୍ୱାରେଣ୍ଟାଇନରେ ରଖାଯାଉଥିବାରୁ ସ୍ଥିତି ଭଲ ଅଛି । ଗ୍ରାମାଞ୍ଚଳରେ ସରପଞ୍ଚ ଓ ସ୍ୱୟଂ ସହାୟକ ଗୋଷ୍ଠୀ କ୍ୱାରେଣ୍ଟାଇନକୁ ସଫଳ କରିଛନ୍ତି ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି । ବସ୍, ଟ୍ରେନ୍, ବିମାନରେ ଫେରୁଥିବା ପ୍ରବାସୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଛି । ଇତିମଧ୍ୟରେ କେନ୍ଦ୍ର ସରକାର ନିୟମରେ … Continue reading ସ୍ଥିତି ବିଗାଡ଼ିବେ କି ପଞ୍ଜିକରଣ କରିନଥିବା ପ୍ରବାସୀ ? ଆଶଙ୍କା ବ୍ୟକ୍ତ କଲେ SRC
Copy and paste this URL into your WordPress site to embed
Copy and paste this code into your site to embed