ପ୍ରବାସୀ ଓଡ଼ିଆ ବସରେ ନୁହେଁ ଟ୍ରେନରେ ଘରକୁ ଫେରିବେ, ନିୟମ ଭାଙ୍ଗିଲେ ଦଣ୍ଡ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନସିଂ ଜରିଆରେ କରୋନା ସଂକ୍ରମଣ ପରିସ୍ଥିତି ବାବଦରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ଦୈନିକ କରୋନା ପରୀକ୍ଷଣ ୧୫ହଜାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି । ଏହା ସହ ବର୍ତ୍ତମାନ ଅନ୍ୟରାଜ୍ୟରୁ ଫେରୁଥିବା ପ୍ରବାସୀ ବସ୍ ପରିବର୍ତ୍ତେ ଟ୍ରେନରେ ଆସିବେ ବୋଲି ନିଷ୍ପତ୍ତି ନିଆଯାଇଛି । ସୁରତଚରୁ ଓଡ଼ିଶାକୁ ବସରେ ପ୍ରବାସୀଙ୍କୁ ଆଣିବାରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହେଉଛି । ଯେପରି … Continue reading ପ୍ରବାସୀ ଓଡ଼ିଆ ବସରେ ନୁହେଁ ଟ୍ରେନରେ ଘରକୁ ଫେରିବେ, ନିୟମ ଭାଙ୍ଗିଲେ ଦଣ୍ଡ