ଗୋଟିଏ ଦିନରେ ସର୍ବାଧିକ ୧୦୨ ସଂକ୍ରମିତ ଚିହ୍ନଟ: ଜଣେ ମୃତ

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଥରକେ ୧୦୨ କରୋନା ସଂକ୍ରମିତ ଚିହ୍ନଟ । ଯାଜପୁରରୁ ସର୍ବାଧିକ ୩୧, ଜଗତସିଂହପୁର ୨୩, ଭଦ୍ରକ ୨୧, କେନ୍ଦ୍ରାପଡ଼ା ୮, କଟକ ୪, ଖୋର୍ଦ୍ଧା ୪, ପୁରୀ ୪, ଅନୁଗୁଳ ୨, ବାଲେଶ୍ୱର ୨, ସମ୍ୱଲପୁର ୨, ନୟାଗଡ଼ ୧ ।  ଚିହ୍ନଟ ସଂକ୍ରମତଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ହୋଇଥିବା ବେଳେ ଅନ୍ୟ ୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । … Continue reading ଗୋଟିଏ ଦିନରେ ସର୍ବାଧିକ ୧୦୨ ସଂକ୍ରମିତ ଚିହ୍ନଟ: ଜଣେ ମୃତ