ସିଏସଆଇଆର: ବନ୍ଦ ଜାଗାରେ ବି ମାସ୍କ ଜରୁରୀ

ନୂଆଦିଲ୍ଲୀ: ବନ୍ଦ ଜାଗାରେ ବି ମାସ୍କ ପିନ୍ଧିବା ଜରୁରୀ । ବାୟୁରେ କରୋନା ବ୍ୟାପିବା ଆଶଙ୍କା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ପରେ ବନ୍ଦ ଜାଗାରେ ବି ମାସ୍କ ପିନ୍ଧିବା ପାଇଁ କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ବା ସିଏସଆଇଆର ପରାମର୍ଶ ଦେଇଛି । ସଂକ୍ରମିତ ବ୍ୟକ୍ତିଙ୍କ ଛିଙ୍କ ବା କାଶ ଦ୍ୱାରା ବାହାରୁ ଥିବା କଣିକା ଅନେକ ସମୟ ଧରି ବାୟୁରେ ରହେ । ଫଳରେ ଏଥିପାଇଁ ଅନ୍ୟ ମାନଙ୍କୁ ସଂକ୍ରମଣ … Continue reading ସିଏସଆଇଆର: ବନ୍ଦ ଜାଗାରେ ବି ମାସ୍କ ଜରୁରୀ