spot_img

Latest Posts

୧୨ ନୁହେଁ, ନିହତ ହୋଇଥିଲେ ୧୮ ମାଓବାଦୀ । ସ୍ପଷ୍ଟ କଲା ମାଓ ସଙ୍ଗଠନ

ରାୟପୁର : ଛତିଶଗଡ଼ରେ ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା। ୧୨ ନୁହେଁ,  ନିହତ ହୋଇଥିଲେ ୧୮ ମାଓବାଦୀ। ମୃତ୍ୟୁ ନେଇ ସ୍ପଷ୍ଟ କରିଛି ମାଓ ସଙ୍ଗଠନ। ଦକ୍ଷିଣ ବସ୍ତର ଡିଭିଜନ ପକ୍ଷରୁ ଏନେଇ ପ୍ରେସ ବିବୃତି ଜାରି କରାଯାଇଛି। ୧୬ ତାରିଖରେ ବିଜାପୁର ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ। ଗୁଳି ବିନିମୟରେ ୧୮ ଜଣ ମାଓବାଦୀ ନିହତ ହୋଇଥିଲେ। କାଙ୍କେର ଲଙ୍କା ଜଙ୍ଗଲରୁ ଜବତ ହୋଇଥିଲା ବପୁଳ ପରିମାଣର ଅସ୍ତ୍ରଶସ୍ତ୍ର।

Latest Posts

Don't Miss