ଭୁବନେଶ୍ୱର ଇସ୍କନ ମନ୍ଦିର ପରିସରରେ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର ଇସ୍କନ ମନ୍ଦିର ପରିସରରେ ଝୁଲନ୍ତା ମୃତଦେହ ଉଦ୍ଧାର । ବାଥରୁମର ଗ୍ରୀଲ୍ରେ ଝୁଲୁଛି ମୃତଦେହ । ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲା ଶେରଗଡ ଅଞ୍ଚଳର ବାବୁ ସାହୁ । ମୃତକ ବାବୁ ଇସ୍କନ ରେସ୍ତୋରାଁରେ କାମ କରୁଥିଲେ ।
ଘଟଣାସ୍ଥଳରେ ପହଞ୍ଚି ନୟାପଲ୍ଲୀ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।